Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଦବଙ୍ଗ୍‌ ୩’ରେ ଭାଇଜାନ୍‌ଙ୍କ ସହ ନଜର ଆସିବେ ଦୁଇ ନବାଗତା
ଆଜିର ଖବର

‘ଦବଙ୍ଗ୍‌ ୩’ରେ ଭାଇଜାନ୍‌ଙ୍କ ସହ ନଜର ଆସିବେ ଦୁଇ ନବାଗତା

April 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ ସୁଲତାନ୍‌ ସବୁବେଳେ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ତାଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ’ଭାରତ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଫିଲ୍ମଟି ଇଦ୍‌ ଅବସରରେ ରିଲିଜ୍‌ ହେବ। ତେବେ ଭାଇଜାନ୍‌ ତାଙ୍କର ଆଉ ଏକ ଫିଲ୍ମର ଶୁଟିଂର ବ୍ୟସ୍ତ ରହିଛନ୍ତି। ସଲମନ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ’ଦବଙ୍ଗ -୩’ ପାଇଁ ଶୁଟିଂ ଆରମ୍ଭ କରିସାରିଲେଣି। ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଅଭିନୟ କରୁଥିବାବେଳେ ଏଥିରେ ଦୁଇ ନୂଆ ଷ୍ଟାର୍‌ କିଡ୍‌ଙ୍କ ଦେଖିବାକୁ ମିଳିବ। ମହେଶ ମଞ୍ଜେରକର୍‌ଙ୍କ ଝିଅ ଅଶ୍ବାମୀ ଏଥିରେ ଅଭିନୟ କରିବ ବୋଲି ଆଗରୁ ସୂଚନା ମିଳିଥିବାବେଳେ ଏହି ଲିଷ୍ଟ୍‌ରେ ଏବେ ଆଉଜଣେ ନବାଗତାଙ୍କ ନାମ ସାମିଲ୍‌ ହୋଇଛନ୍ତି। ସେ ହେଉଛନ୍ତି ସଲମାନ୍‌ଙ୍କ ଭାଣିଜୀ ତଥା ଅଲବରା ଓ ଅତୁଲ୍‌ ଅଗ୍ନିହୋତ୍ରୀଙ୍କ କନ୍ୟା ଏଲିଜା। ତେବେ ଏହି ଫିଲ୍ମରେ ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ଛୋଟବେଳର କାହାଣୀ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ପ୍ରଭୁ ଦେବା। ଏହି ଫିଲ୍ମରେ ମୌନୀ ରୟ ମଧ୍ୟ ନଜର ଆସିବେ ବୋଲି ଖବର ରହିଛି। ନିକଟରେ ସଲମନ୍‌ ତାଙ୍କ ପ୍ରଡକ୍ସନ ବ୍ୟାନର୍‌ରେ ପ୍ରସ୍ତୁତ ’ନୋଟ୍‌ବୁକ୍‌’ ଜରିଆରେ ପ୍ରନୂତନ ବେହଲ୍‌ ଓ ଇକ୍‌ବାଲ୍‌ଙ୍କୁ ବଲିଉଡ୍‌ ଏଣ୍ଟ୍ରି କରାଇଥିଲେ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମାଲ ପରିବହନରେ 11.33% ଅଭିବୃଦ୍ଧି ହାସଲ କଲା ପୂର୍ବତଟ ରେଳ

October 8, 2025

ବିଜେଡି ଘୋଷଣା କଲା ନୂଆପଡା ଉପନିର୍ବାଚନ ପାଇଁ କମିଟି, ବବି ଦାସ ଆଉଟ

October 8, 2025

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025
Latest News

ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମାଲ ପରିବହନରେ 11.33% ଅଭିବୃଦ୍ଧି ହାସଲ କଲା ପୂର୍ବତଟ ରେଳ

October 8, 2025

ବିହାରରେ ରାଜନୈତିକ ହଲଚଲ ବୃଦ୍ଧି: ଜରୁରୀକାଳୀନ ବୈଠକ ଡାକିଲା ଚିରାଗ ପାସୱାନଙ୍କ ଦଳ

October 8, 2025

ବିଜେଡି ଘୋଷଣା କଲା ନୂଆପଡା ଉପନିର୍ବାଚନ ପାଇଁ କମିଟି, ବବି ଦାସ ଆଉଟ

October 8, 2025

ନୂଆପଡା ଉପନିର୍ବାଚନରେ ମନମୋହନ ସାମଲ ପ୍ରାର୍ଥୀ ହେବେ କି ? ଚାଲିଛି ଜୋରଦାର ଚର୍ଚ୍ଚା

October 8, 2025

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.