Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମର୍ଦ୍ଦାନୀ-୨’ର ଫାଷ୍ଟଲୁକ୍‌ ରିଲିଜ୍‌
ଆଜିର ଖବର

‘ମର୍ଦ୍ଦାନୀ-୨’ର ଫାଷ୍ଟଲୁକ୍‌ ରିଲିଜ୍‌

April 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
rani mukerji first look of mardaani 2
rani mukerji first look of mardaani 2

ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ  ପୁଣି ଥରେ ଦର୍ଶକଙ୍କ ସାମ୍ନାଙ୍କୁ ଆସିବାକୁ ଯାଉଛନ୍ତି । ବହୁତ୍‌ ଶୀଘ୍ର ରାଣୀ ‘ମର୍ଦ୍ଦାନୀ୨’ ନେଇ ତାଙ୍କ ପ୍ରଶଂସକଙ୍କ ନିକଟକୁ ଫେରୁଛନ୍ତି । ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଏବେ ସାମ୍ନାକୁ ଆସିଛି । ଏଥିରେ ରାଣୀ ପୋଲିସ୍‌ କଷ୍ଟ୍ୟୁମ୍‌ରେ ନଜର ଆସିଛନ୍ତି । ରାଣୀଙ୍କର ଏହି ଲୁକ୍‌ଟି ଇମ୍ପ୍ରେସିପ୍‌ ରହିଛି । ୨୦୧୪ ମସିହାରେ ରିଲିଜ୍‌ ହୋଇଥିବା ‘ମର୍ଦ୍ଦାନୀ’ର ଏହି ଫିଲ୍ମଟି ହେଉଛି ସିକ୍ବେଲ୍‌ ।  ପୂର୍ବ ଫିଲ୍ମରେ ବି ରାଣୀ ଜଣେ ଦବଙ୍ଗ୍‌ ପୋଲିସ୍‌ ଅଫିସ୍‌ର ଭୂମିକାରେ ନଜର ଆସିଥିଲେ । ଏହି ରୋଲ୍‌ଟିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଗୋପୀ ପୁଥରନ୍‌ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି । ଫିଲ୍ମର ପ୍ରଥମ ଭାଗଟିକୁ ପ୍ରଦୀପ ସରକାର ନିର୍ଦ୍ଦେଶନା ଦେଇଥିଲେ । ବିବାହ ପରେ  ରାଣୀ ଅଧିକାଂଶ ସମୟ ପରିବାର ଓ ଝିଅ ସହିତ ବିତାଉଛନ୍ତି ।  ୨୦୧୮ରେ ରାଣୀଙ୍କ ଅଭିନୀତ ‘ହିଚିକ୍‌’ ପରଦାକୁ ଆସିଥିଲା । ଏଥିରେ ରାଣୀଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026
Latest News

ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସମନ୍ୱୟ ବୈଠକ

March 21, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 21, 2026

କୃଷି କ୍ଷେତ୍ରର ସମୀକ୍ଷା: ଫସଲ କ୍ଷତି ଓ ବୀମା ଦାବି ଉପରେ ଶିବରାଜ ସିଂହ ଚୌହାନଙ୍କ ଗୁରୁତ୍ୱ

March 21, 2026

‘‘ବିକାଶ ଓ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜ ଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅର୍ନ୍ତଜାତୀୟ ସମ୍ମିଳନୀ

March 21, 2026

ଆଜି ମାର୍ଚ୍ଚ ୨୧ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.