Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁଜିଲ୍ୟାଣ୍ଡ ପୋଲିସର ସନ୍ଦିଗ୍ଧ ପ୍ୟାକେଟ୍‌ ଉଦ୍ଧାର : ଜଣେ ଗିରଫ
ଆଜିର ଖବର

ନ୍ୟୁଜିଲ୍ୟାଣ୍ଡ ପୋଲିସର ସନ୍ଦିଗ୍ଧ ପ୍ୟାକେଟ୍‌ ଉଦ୍ଧାର : ଜଣେ ଗିରଫ

April 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁଜିଲ୍ୟାଣ୍ଡ ପୋଲିସ ଆଜି ଏକ ସନ୍ଦିଗ୍ଧ ପ୍ୟାକେଟ ଉଦ୍ଧାର କରିଛି। ଏହି ସନ୍ଦିଗ୍ଧ ପ୍ୟାକେଟ୍‌ରେ ଏକ ଇଆଇଡି ଏବଂ କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। କ୍ରୀଷ୍ଟଚର୍ଚ୍ଚର ନ୍ୟୁ କାସେଲ୍‌ ନିକଟରେ ଏଖ ଖାଲିସ୍ଥାନରୁ ଏହି ପ୍ୟାକେଟ୍‌ ଉଦ୍ଧାର କରିଥିଲା ପୋଲିସ୍‌। ପୋଲିସ୍‌ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ୩୩ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ସୁରକ୍ଷା ପଦକ୍ଷେପ ସ୍ବରୂପ ପୋଲିସ୍‌ ତୁରନ୍ତ ନ୍ୟୁକାସେଲ୍‌, ଗ୍ଲାସ୍‌ଗୋ ଏବଂ ହାରୋ ଷ୍ଟ୍ରିଟ୍‌ର ଘର ଗୁଡିକୁ ଖାଲି କରି ଦେଇଥିଲା। ଘଟଣାସ୍ଥଳରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଆମ୍ବୁଲାନ୍ସ ପହଞ୍ଚିଛି। ସମ୍ପୃକ୍ତ ସ୍ଥାନ ଉପର ଦେଇ ବିମାନ ଉଡାଣ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026
Latest News

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.