Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୭ ବର୍ଷରେ ପଦାର୍ପଣ କଲେ ଅଜିତ୍‌
ଆଜିର ଖବର

୪୭ ବର୍ଷରେ ପଦାର୍ପଣ କଲେ ଅଜିତ୍‌

May 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାମିଲ୍‌ ଫିଲ୍ମ ଜଗତର ସୁପରଷ୍ଟାର ଅଜିତ୍‌ କୁମାର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ମେ୧,୧୯୭୧ରେ ସିକନ୍ଦରାବାଦରେ ଜନ୍ମ ଗ୍ରହଣ କରିଥିଲେ ଅଜିତ୍‌। ଜଣେ ପେସାଦାର ରେସର୍‌ ଏବଂ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଥିବା ଅଜିତ୍‌ଙ୍କ ପ୍ରଥମ ଫିଲ୍ମ ଥିଲା ଅମରାବତୀ(୧୯୯୩)। ଏହାପରେ ବିଭିନ୍ନ ହିଟ୍‌ ଫିଲ୍ମ ଦେଇଛନ୍ତି ଅଜିତ୍‌। ନିଜ କ୍ୟାରିୟରରେ ବର୍ତ୍ତମାନ ସୁଦ୍ଧା ୫୭ ଟି ଫିଲ୍ମରେ ଅଭିନୟ କରି ସାରିଥିବା ଅଜିତ୍‌ ୨ ଟି ହିନ୍ଦି ଫିଲ୍ମରେ ନଜର ଆସିଛନ୍ତି। ଶାହରୁଖ ଖାନ୍‌ଙ୍କ ସହିତ ଅଶୋକା ଏବଂ ଶ୍ରୀଦେବୀଙ୍କ ସହିତ ଇଙ୍ଗଲିସ୍‌ ଭିଙ୍ଗଲିସ୍‌ରେ ନଜର ଆସିଥିଲେ ଅଜିତ୍‌। ଗୌତମ ମେନନଙ୍କ ୟେନାଇ ଆରାନ୍ଧଲ ପାଇଁ ଫିଲ୍ମ ଫେୟାର ସାଉଥ ପୁରସ୍କାର ହାସଲ କରିଥିବା ବେଳେ ଦୁଇଥର ତାମିଲନାଡୁ ରାଜ୍ୟ ଚଳଚିତ୍ର ପୁରସ୍କାର ହାସଲ କରିଛନ୍ତି ଅଜିତ୍‌। ଭିଲିଆନ୍‌(୨୦୦୨), ଅରମ୍ବମ୍‌(୨୦୧୩), ବୀରମ୍‌(୨୦୧୪), ଭେଦଲମ୍‌(୨୦୧୫) ଏବଂ ଭିଭେଗମ୍‌(୨୦୧୭) ଜରିଆରେ ଅଜିତ୍‌ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ନିକଟରେ ବିଶ୍ବାସମ୍‌ ୨୦୦ କୋଟି ବ୍ୟବସାୟ କରିଥିବା ବେଳେ ପିଙ୍କର ତାମିଲ୍‌ ରିମେକ୍‌ ନେରକୋଣ୍ଡା ପାର୍ବାଇରେ ଅମିତାଭ ବଚ୍ଚନଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ଅଜିତ୍‌। ଫିଲ୍ମ କ୍ୟାରିୟର ବ୍ୟତିତ ଅଜିତ୍‌ ଜଣେ ପେଶାଦାର ରେସର୍‌। ଦିଲ୍ଲୀ, ଚେନ୍ନାଇ ଏବଂ ଚଣ୍ଡୀଗଡ ସହିତ ବିଭିନ୍ନ ଫର୍ମୁଲା-୨ ରେସ୍‌ରେ ଅଂଶଗ୍ରହଣ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ଦିନରେ ୭୦୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ମୂଲ୍ୟ

November 28, 2025

ପାଣିଠାରୁ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ କେବେ ଆଉ କିଏ କଲା ଆକଳନ?

November 28, 2025

ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 28, 2025

୨୯-୩୦ ନଭେମ୍ବର ୬୦ତମ ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ନିରୀକ୍ଷକ ମହାନିରୀକ୍ଷକ ସମ୍ମିଳନୀ

November 28, 2025
Latest News

ଗୋଟିଏ ଦିନରେ ୭୦୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ମୂଲ୍ୟ

November 28, 2025

ଓଡିଶା ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଚିଲେ ଏକ ନୂଆ ଇତିହାସ

November 28, 2025

ପାଣିଠାରୁ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ କେବେ ଆଉ କିଏ କଲା ଆକଳନ?

November 28, 2025

ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 28, 2025

୨୯-୩୦ ନଭେମ୍ବର ୬୦ତମ ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ନିରୀକ୍ଷକ ମହାନିରୀକ୍ଷକ ସମ୍ମିଳନୀ

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.