Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁର୍ଖା ଉପରେ ପ୍ରତିବନ୍ଧକ ପାଇଁ ଶିବସେନାର ଦାବି
ଆଜିର ଖବର

ବୁର୍ଖା ଉପରେ ପ୍ରତିବନ୍ଧକ ପାଇଁ ଶିବସେନାର ଦାବି

May 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶିବସେନାର ମୁଖପତ୍ର ‘ସାମ୍‌ନା’ରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି । ଇଷ୍ଟରରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ବୁର୍ଖା ସହିତ ଚେହେରା ଢ଼ାଙ୍କିବା ଭଳି ସମସ୍ତ ଜିନିଷ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ରାଷ୍ଟ୍ରର ସୁରକ୍ଷା ପାଇଁ ଏହି ନିର୍ଣ୍ଣୟ ନିଆଯାଇଛି ବୋଲି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭଳି ପଦକ୍ଷେପ ନେବା ଉଚିତ୍‌ ବୋଲି ସାମ୍‌ନାରେ କୁହାଯାଇଛି । ଭାରତରେ ମଧ୍ୟ ବୁର୍ଖା ଓ ସେହି ପ୍ରକାରର ମୁହଁ ଢ଼ାଙ୍କୁଥିବା ଜିନିଷକୁ ବନ୍ଦ କରନ୍ତୁ, ଏମିତି ଦାବି ରାଷ୍ଟ୍ରର ହିତ ପାଇଁ କରୁଛୁ । ବୁର୍ଖା ଉପରେ ବାସନ୍ଦାଦେଶ ଲଗାଇବା କୌଣସି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଠାରୁ ମଧ୍ୟ କମ୍‌ ନୁହେଁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ଫ୍ରାନ୍ସରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେଠାକାର ସରକାର ବୁର୍ଖା ପିନ୍ଧିବା ଉପରେ କଟକଣା ଲଗାଇଦେଲେ । ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିୟା ଓ ବ୍ରିଟେନରେ ବି ଏହା ହୋଇଛି ତେବେ ଏହି ପ୍ରସଙ୍ଗରେ ଭାରତ ପଛରେ କାହିଁକି ବୋଲି ପ୍ରଶ୍ନ କରାଯାଇଛି । ଏମିତିରେ ଅସଂଖ୍ୟ ମୁସଲିମ୍ ଯୁବତୀ ବୁର୍ଖା ନପିନ୍ଧିବାକୁ ଚାହୁଁଛନ୍ତି । ଏଣୁ ସରକାର ଏହାକୁ ଲାଗୁ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ସାମ୍‌ନାରେ ଉଲ୍ଲେଖ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଟିଏ ଦିନରେ ୭୦୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ମୂଲ୍ୟ

November 28, 2025

ପାଣିଠାରୁ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ କେବେ ଆଉ କିଏ କଲା ଆକଳନ?

November 28, 2025

ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 28, 2025

୨୯-୩୦ ନଭେମ୍ବର ୬୦ତମ ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ନିରୀକ୍ଷକ ମହାନିରୀକ୍ଷକ ସମ୍ମିଳନୀ

November 28, 2025
Latest News

ଗୋଟିଏ ଦିନରେ ୭୦୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ମୂଲ୍ୟ

November 28, 2025

ଓଡିଶା ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଚିଲେ ଏକ ନୂଆ ଇତିହାସ

November 28, 2025

ପାଣିଠାରୁ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ କେବେ ଆଉ କିଏ କଲା ଆକଳନ?

November 28, 2025

ଆସନ୍ତାକାଲି ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ – ସେଲିବ୍ରିଟି ୱିଥ୍ ଲିଟିଲ ମାଷ୍ଟର୍” ଗ୍ରାଣ୍ଡ ପ୍ରିମିୟର 

November 28, 2025

୨୯-୩୦ ନଭେମ୍ବର ୬୦ତମ ଅଖିଳ ଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ନିରୀକ୍ଷକ ମହାନିରୀକ୍ଷକ ସମ୍ମିଳନୀ

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.