ଆସନ୍ନ ଫନି ବାତ୍ୟାରେ ଯେପରି ରେଳ ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ନ ହୁଏ ସେଥିପାଇଁ ପୂର୍ବତଟ ରେଳ ତରଫରୁ ନିଆଯାଇଛି ବ୍ୟାପକ ପଦକ୍ଷେପ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 75 ଟି ଏବଂ ପରେ 85 ଟି ଟ୍ରେନକୁ ବାତିଲ କରାଯାଇଥିଲା। ବର୍ତ୍ତମାନ ସର୍ବଶେଷ ସୂଚନା ଅନୁସାରେ ରେଳ ବିଭାଗ 103ଟି ଟ୍ରେନକୁ ବାତିଲ କରିଦେଇଛି। ଏଥିମଧ୍ୟରୁ 54ଟି 2 ତାରିଖ ପାଇଁ ଏବଂ 47ଟି 3 ତାରିଖ ପାଇଁ ବାତିଲ କରାଯାଇଛି।
Tags: