Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଚାର କମିଟି ସାମ୍‌ନାରେ ହାଜର ହେଲେ ମୁଖ୍ୟ ବିଚାରପତି, ଓହରିଲେ ଅଭିଯୋଗକାରିଣୀ
ଆଜିର ଖବର

ବିଚାର କମିଟି ସାମ୍‌ନାରେ ହାଜର ହେଲେ ମୁଖ୍ୟ ବିଚାରପତି, ଓହରିଲେ ଅଭିଯୋଗକାରିଣୀ

May 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମ୍‌କୋର୍ଟର ବିଚାର କମିଟି ସାମ୍‌ନାରେ ହାଜର ହୋଇଛନ୍ତି। ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କ ନତୃତ୍ବାଧୀନ କମିଟି ସମ୍ମୁଖରେ ହାଜର ହୋଇଛନ୍ତି ରଞ୍ଜନ ଗୋଗୋଇ। ଗତକାଲି ଅଭିଯୋଗ କାରିଣୀ ବିନା ଓକିଲରେ ବିଚାର କମିଟିର ସାମ୍‌ନା କରିବା ପାଇଁ ମନା କରିବା ପରେ ଶ୍ରୀ ଗୋଗୋଇ କମିଟି ନିକଟରେ ହାଜର ହୋଇଛନ୍ତି। ଏହି ମାମଲାରେ ବିଚାର କମିଟି ନିକଟରେ ହାଜର ହେବା ପାଇଁ ଶ୍ରୀ ଗୋଗୋଇଙ୍କୁ ଏକ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା। କମିଟିରେ ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ବ୍ୟତିତ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ଇନ୍ଦୁ ମଲହୋତ୍ରା ମଧ୍ୟ ସଦସ୍ୟ ରହିଛନ୍ତି। ଗତକାଲି ଅଭିଯୋଗ କାରିଣୀ ଏହି କମିଟି ସାମ୍ନାରେ ହାଜର ନହେବା ପାଇଁ ଘୋଷଣା କରିଥିଲେ। ଅଭିଯୋଗ କାରିଣୀ କହିଥିଲେ, ସୁପ୍ରିମ୍‌କୋର୍ଟରେ ମୁଁ ଅଭିଯୋଗ କରିଥିଲି ଏବଂ ଏକ ବାହ୍ୟ କମିଟିର ଆଶା କରିଥିଲି ମାତ୍ର ଗୋଗୋଇଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଲୋକ ଏହି କମିଟିର ସଦସ୍ୟ ଅଛନ୍ତି ଏବଂ ଏହି କମିଟିରୁ ମୋତେ ନ୍ୟାୟ ମିଳିବା ସମ୍ଭାବନା କ୍ଷୀଣ। ଏହା ସହିତ କମିଟି ସାମ୍ନାରେ ଅନ୍ୟ ଓକିଲ ନେବାର ବ୍ୟବସ୍ଥା ମଧ୍ୟ ନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ଅଭିଯୋଗକାରିଣୀ। ସେହିପରି ତଦନ୍ତ ସମୟର ଭିଡିଓଗ୍ରାଫି କରିବା ପାଇଁ ମନା କରିଥିବାରୁ ତଦନ୍ତ କମିଟି ସାମ୍ନାରେ ପୁନର୍ବାର ହାଜର ନହେବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଭିଯୋଗକାରିଣୀ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ନମ୍ବର ୧ ଟି-୨୦ ବୋଲର ହେଲେ ବରୁଣ ଚକ୍ରବର୍ତ୍ତୀ, ଦେଖନ୍ତୁ ICC ରାଙ୍କିଙ୍ଗ

September 17, 2025

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରତିରୋଧକ ସ୍ୱାସ୍ଥ୍ୟ ଶିବିର ଆୟୋଜନ

September 17, 2025

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

September 17, 2025
Latest News

ବିଶ୍ୱର ନମ୍ବର ୧ ଟି-୨୦ ବୋଲର ହେଲେ ବରୁଣ ଚକ୍ରବର୍ତ୍ତୀ, ଦେଖନ୍ତୁ ICC ରାଙ୍କିଙ୍ଗ

September 17, 2025

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

September 17, 2025

ବାଣପୁର: ‘ମା ପାଇଁ ଗଛଟିଏ” ଅଭିଯାନରେ ଭାଗନେଲେ ଖୋର୍ଦ୍ଧା ଏସପି

September 17, 2025

ପୂର୍ବତଟ ରେଳପଥ ଦ୍ୱାରା ପ୍ରତିରୋଧକ ସ୍ୱାସ୍ଥ୍ୟ ଶିବିର ଆୟୋଜନ

September 17, 2025

ଇଗ୍ନୋର ନାମଲେଖା ଅବଧି ଚଳିତ ସେପ୍ଟେମ୍ବର ୩୦ ତାରିଖକୁ ବୃଦ୍ଧି

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.