ଏହି ମାସର ମନ୍ କି ବାତ୍‍ ପାଇଁ ମିଳିଥିବା ମତାମତ ଉପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

Published: Jun 20, 2022, 7:41 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁନ୍ ୨୦୨୨ ରେ ହେବାକୁ ଥିବା ଏହି ମାସର ମନ୍ କି ବାତ୍‍ ପାଇଁ ମତାମତ ଉପରେ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ଲୋକମାନଙ୍କୁ ସେମାନଙ୍କର ମତାମତ ମାଇଁଗଭ୍‍ କିମ୍ବା ନମୋଆପ୍‍ରେ ସେୟାର କରିବାକୁ ଆହ୍ୱାନ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଏହି ମାସର ୨୬ ତାରିଖରେ ହେବାକୁ ଥିବା ମନ୍‍ କି ବାତ୍‍ ପାଇଁ ଅନେକ ମତାମତ ପାଇଥିବାରୁ ଖୁସି । ଆପଣମାନଙ୍କର ମତାମତ ମାଇଁଗଭ୍‍ କିମ୍ବା ନମୋ ଆପ୍‍ରେ ଆସିବା ଜାରି ରହୁ ।”

Related posts