Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେରଳର କଲେଜରେ ବୁର୍ଖା ପରିଧାନ ଉପରେ ଲାଗିଲା ପ୍ରତିବନ୍ଧକ
ଆଜିର ଖବର

କେରଳର କଲେଜରେ ବୁର୍ଖା ପରିଧାନ ଉପରେ ଲାଗିଲା ପ୍ରତିବନ୍ଧକ

May 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
burkha ban in kerela
burkha ban in kerela

ଶ୍ରୀଲଙ୍କାରେ ବୁର୍ଖା ପରିଧାନ ଉପରେ ନିଷୋଧାଦେଶ ଲାଗୁ ହେବା ପରେ ଏବେ ଏହି ପ୍ରସଙ୍ଗ ଭାରତରେ  ବେଶ୍‌ ଚର୍ଚ୍ଚାରେ ରହିଛି । ବୁର୍ଖାକୁ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ଭଳି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଏହା ମଧ୍ୟରେ କେରଳର ଏକ କଲେଜ ବୁର୍ଖା ପରିଧାନକୁ ନିଷିଦ୍ଧ କରିଛି। ମୁସଲମାନ ଛାତ୍ରୀମାନେ ବୁର୍ଖା ପିନ୍ଧି କଲେଜକୁ ଆସିପାରିବେ ନାହିଁ ବୋଲି କଲେଜ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। କେରଳ ମଲ୍ଲପୁରମସ୍ଥିତ ସଂଖ୍ୟାଲଘୁ କଲେଜରେ ବୁର୍ଖା ପରିଧାନ ଉପରେ କଟକଣା ଜାରି କରାଯାଇଛି। ଏହି କଲେଜ ମୁସଲିମ ଏଜୁକେଶନ ସୋସାଇଟ୍ ଦ୍ୱାରା ପରିଚାଳିତ ହେଉଛି। କେରଳର କେତେକ ସ୍ଥାନୀୟ ସଂଗଠନ କଲେଜର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏପ୍ରିଲ୍‌ ୨୧ ତାରିଖ ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ବର୍ବର ଆତଙ୍କୀ ଆକ୍ରମଣ ପରେ  ଶ୍ରୀଲଙ୍କା ସରକାର ସାର୍ବଜନୀନ ସ୍ଥାନରେ ମୁସଲମାନ ମହିଳାଙ୍କ ବୁର୍ଖା ପରିଧାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ଏହାପରେ ଭାରତରେ ବୁର୍ଖା ପରିଧାନକୁ ନିଷିଦ୍ଧ କରିବା ଦାବି ଜୋର ଧରିଛି। ଶିବସେନା ନିଜ ମୁଖପତ୍ର ‘ସାମନା’ର ସମ୍ପାଦକୀୟ ଜରିଆରେ ସର୍ବସାଧାରଣରେ ପରିଚୟକୁ ଗୁପ୍ତ ରଖୁଥିବା ବୁର୍ଖା ଭଳି ସମସ୍ତ ପରିଧାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.