Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ସହ ସାଧ୍ବୀ ପ୍ରଜ୍ଞାଙ୍କୁ କଡ଼ା ସମାଲୋଚନା କଲେ ଜାଭେଦ ଅଖତର୍‌
ଆଜିର ଖବର

ବିଜେପି ସହ ସାଧ୍ବୀ ପ୍ରଜ୍ଞାଙ୍କୁ କଡ଼ା ସମାଲୋଚନା କଲେ ଜାଭେଦ ଅଖତର୍‌

May 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Javed akhtar slam bjp
Javed akhtar slam bjp

ଲୋକପ୍ରିୟ ଗୀତିକାର ଜାଭେଦ ଅଖତର୍‌ ବିଜେପି ସହିତ ଭୋପାଳରୁ ବିଜେପି ପ୍ରାର୍ଥୀ ହୋଇଥିବା ସାଧ୍ବୀ ପ୍ରଜ୍ଞାଙ୍କୁ କଟାକ୍ଷ କରିଛନ୍ତି । ଅଖତର କହିଛନ୍ତି ଯେ, ବିଜେପି ଭୋପାଳବାସୀଙ୍କୁ କ’ଣ ବୋଲି ଭାବିଛି, କେଉଁ କାରଣରୁ ଏହି ଆସନରୁ ସାଧ୍ବୀ ପ୍ରଜ୍ଞାକୁ ପ୍ରାର୍ଥୀ କରିଛି । ଏହାଦ୍ବାରା ବିଜେପିର ମାନସିକତା ବେଶ୍‌ ସ୍ପଷ୍ଟ ଜଣାପଡୁଛି । ଚଳିତ ନିର୍ବାଚନ ଦେଶରେ ହୋଇଥିବା ନିର୍ବାଚନ ମଧ୍ୟରେ ସବୁଠୁ ଅଲଗା ରହିବ । ଏହା ଦେଶର ଦିଶା ନିର୍ଣ୍ଣୟ କରିବ । ଗୁରୁବାର ଦିନ ଭୋପାଳଠାରେ ଜାଭେଦ୍‌ ବିଜେପି ଉପରେ ନିଶାନା କରି କହିଛନ୍ତି ଯେ, ତାଙ୍କୁ ଅମିତ୍‌ ଶାହା ଓ ମୋଦି ପସନ୍ଦ ନୁହଁନ୍ତି । ସେହିପରି ଶିବସେନା ଦ୍ବାରା ବୁର୍ଖା କଟକଣା ଉପରେ ଜାଭେଦ୍‌ ମତ ଦେଇ କହିଛନ୍ତି ଯେ, ଯଦି ବୁର୍ଖା ଉପରେ କାନୁନ୍‌ ଆସିବ, ତା’ହେଲେ ରାଜସ୍ଥାନର ଘୁଘଁଟ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବ ।  ଜାଭେଦ କହିଛନ୍ତି ଯେ, ‘ବିଜେପିର ଏପରି ଚିନ୍ତାଧାରା ହୋଇଗଲାଣି ଯେ, ଯଦି ତୁମେ ବିଜେପି ପକ୍ଷରେ ନାହଁ, ତା’ହେଲେ ତୁମେ ଆଣ୍ଟି ନ୍ୟାସନାଲ୍‌ ।’ ସେହିପରି ସାଧ୍ବୀ ପ୍ରଜ୍ଞାଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଯଦି ତାଙ୍କ ଅଭିଶାପ ଦ୍ବାରା ଜଣେ ଦେଶଭକ୍ତ ଅଫିସର ଶହୀଦ୍‌ ହୋଇପାରୁଛନ୍ତି, ତା’ହେଲେ ସେ ତାଙ୍କ ଅଭିଶାପକୁ ପୂରା ଦେଶରେ ବ୍ୟବହାର କରିବା ଦରକାର । ଏହା ଦ୍ବାରା ହାଫିଜ୍‌ ସଇଦ୍‌ ଓ ଅନ୍ୟ ଆତଙ୍କୀଙ୍କ ଉପରେ ବ୍ୟବହାର କରିବା ଦରକାର । ବିଜେପି ସାଧ୍ବୀ ପ୍ରଜ୍ଞାଙ୍କୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରାଇ ପରାଜୟକୁ ସ୍ବୀକାର କରିଛି ବୋଲି ଜାଭେଦ କହିଛନ୍ତି  ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’ ଶୀର୍ଷକ କର୍ମଶାଳା

September 17, 2025

ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ: ଅମିତ ଶାହ

September 17, 2025

ବିଶ୍ୱର ନମ୍ବର ୧ ଟି-୨୦ ବୋଲର ହେଲେ ବରୁଣ ଚକ୍ରବର୍ତ୍ତୀ, ଦେଖନ୍ତୁ ICC ରାଙ୍କିଙ୍ଗ

September 17, 2025
Latest News

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025

ଚିଲିକା: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 17, 2025

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’ ଶୀର୍ଷକ କର୍ମଶାଳା

September 17, 2025

ବାଲୁଗାଁ କଲେଜ ଛାତ୍ରଛାତ୍ରୀଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

September 17, 2025

ପ୍ରଧାନମନ୍ତ୍ରୀ ହେଉଛନ୍ତି ତ୍ୟାଗ ଏବଂ ସମର୍ପଣର ପ୍ରତୀକ: ଅମିତ ଶାହ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.