Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକ୍‌ ଦର୍ଘା ସାମ୍ନାରେ ବିସ୍ଫୋରଣ : 4 ମୃତ, 20 ଆହତ
ଆଜିର ଖବର

ପାକ୍‌ ଦର୍ଘା ସାମ୍ନାରେ ବିସ୍ଫୋରଣ : 4 ମୃତ, 20 ଆହତ

May 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
4 dead in sufi shrine attack
4 dead in sufi shrine attack

ପାକିସ୍ତାନର ଏକ ଦର୍ଘା ସମ୍ମୁଖରେ ଘଟିଥିବା ଭୟାନକ ବିସ୍ଫୋରଣରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ 20ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର ଲାହୋରରେ ଏକ ଦର୍ଘା ସାମ୍ନାରେ ଏହି ବିସ୍ଫୋରଣ ଘଟିଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରମଦାନ ଉପବାସ ଚାଲିଥିବାରୁ ଦର୍ଘା ସମ୍ମୁଖରେ ଭିଡ ପରିଲକ୍ଷିତ ହୋଇଥିଲା । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଏସିଆର ଅନ୍ୟତମ ପୁରାତନ ଦର୍ଘା ଦାତା ଦରବାରର ମହିଳା ମାନଙ୍କ ପ୍ରବେଶ ପଥ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ପ୍ରାରମ୍ଭିକ ଭାବରେ ମୃ୍ତ୍ୟୁ ସଂଖ୍ୟା 4 କୁହାଯାଇଥିଲେ ମଧ୍ୟ ଅନେକ ଆହତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, 11ଶହ ଶତାବ୍ଦୀର ଏହିତ ଐତିହାସିକ କୀର୍ତ୍ତିରାଜି ଉପରେ ପୂର୍ବରୁ 2010ରେ ମଧ୍ୟ ଆତ୍ମଘାତୀ ଆକ୍ରମଣ ହୋଇଥିଲା ଯାହାଦ୍ବାରା 40ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025
BJP Ads
Latest News

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025

୩୫ ତମ ଦିନରେ ପହଞ୍ଚିଲା ଆମେରିକା ବନ୍ଦ: ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ଗତିରୋଧ ଜାରି

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.