Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଐତିହାସିକ ବିଜୟ ସହିତ କ୍ରମାଗତ ଦ୍ବିତୀୟ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ୍‌ରେ ଲିଭରପୁଲ୍‌
ଆଜିର ଖବର

ଐତିହାସିକ ବିଜୟ ସହିତ କ୍ରମାଗତ ଦ୍ବିତୀୟ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ୍‌ରେ ଲିଭରପୁଲ୍‌

May 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
liverpool in cl final
liverpool in cl final

ବାର୍ସେଲୋନା ବିପକ୍ଷରେ ଚମକପ୍ରଦ ବିଜୟ ସହିତ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ୍‌ରେ ପ୍ରବେଶ କରିଛି ଲିଭରପୁଲ୍‌ । ସେମିଫାଇନାଲ୍‌ର ପ୍ରଥମ ଚରଣରେ 3-0ରେ ପରାଜୟ ବରଣ କରିଥିବା ବେଳେ ଦ୍ବିତୀୟ ଚରଣରେ 4-0 ବିଜୟ ହାସଲ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି ଲିଭରପୁଲ୍‌ । ଦଳ ପକ୍ଷରୁ ଜର୍ଜିନିଓ ଓ୍ବିଜିନାଲ୍‌ଡମ୍‌ ଏବଂ ଡିଭୋକ୍‌ ଓରିଗି ଦୁଇଟି ଲେଖାଏଁ ଗୋଲ ସ୍କୋର କରିବା ସହିତ ଦଳର ମିଡ୍‌ ଫିଲ୍ଡର ମାନେ ମେସି ଏବଂ ସୁଆରେଜ୍‌ଙ୍କକୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ଏହି ବିଜୟ ସହିତ ନବମ ଥର ନିମନ୍ତେ ଫାଇନାଲ୍‌ରେ ପ୍ରବେଶରେ ସକ୍ଷମ ହୋଇଛି ଲିଭରପୁଲ୍‌ । ଏହି ତାଲିକାରେ ରିଅଲ ମାଦ୍ରିଦ୍‌(16) ଆଗୁଆ ରହିଛି । ଆନଫିଲ୍‌ଡରେ ଖେଳା ଯାଇଥିବା ଦ୍ବତୀୟ ଚରଣ ସେମିଫାଇନାଲ୍‌ରେ ଆଉ ଏକ ରେକର୍ଡ ହାସଲ କରିଛି ଲିଭରପୁଲ୍‌ । କ୍ରମାଗତ 457 ମିନିଟ୍‌ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି ଗୋଲ୍‌ କରିବାରେ ସକ୍ଷମ ହୋଇନାହାନ୍ତି । ଗତ ସେପ୍ଟେମ୍ବରରେ କିଲିଆନ୍‌ ଏମ୍‌ବାପେ ଶେଷ ଗୋଲ୍‌ କରିଥିଲେ । ବାର୍ସେଲୋନା ପାଇଁ ଗତ 18ଟି ବାହାର ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ସୁଆରେଜ ଗୋଲ ସ୍କୋର କରିନଥିବା ବେଳେ ଏପ୍ରିଲ୍‌ 2013 ପରଠାରୁ ମେସିଙ୍କ ଗୋଲ୍‌ରେ ମଧ୍ୟ ମରୁଡି ପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.