ଭୁବନେଶ୍ବର: ଗତକାଲି ରାଜ୍ୟରେ ୫୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୫୮୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୨୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୩୪୦ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୧୦
ବରଗଡ ଜିଲ୍ଲାରୁ- ୨୨
ଭଦ୍ରକ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୩୬
ବୌଦ୍ଧ ଜିଲ୍ଲାରୁ- ୫
କଟକ ଜିଲ୍ଲାରୁ- ୧୪
ଦେବଗଡ ଜିଲ୍ଲାରୁ- ୪
ଗଜପତି ଜିଲ୍ଲାରୁ- ୬
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୭
ଝାରସୁଗୁଡା ଜିଲ୍ଲାରୁ- ୭
କଳାହାଣ୍ଡି ଜିଲ୍ଲାରୁ- ୩୯
କନ୍ଧମାଳ ଜିଲ୍ଲାରୁ- ୧୪
କେନ୍ଦ୍ରାପଡା ଜିଲ୍ଲାରୁ- ୧
କେନ୍ଦୁଝର ଜିଲ୍ଲାରୁ- ୧୧
ଖୋର୍ଦ୍ଧା ଜିଲ୍ଲାରୁ- ୭୭
କୋରାପୁଟ ଜିଲ୍ଲାରୁ- ୨
ମୟୂରଭଞ୍ଜ ଜିଲ୍ଲାରୁ- ୪୦
ନବରଙ୍ଗପୁର ଜିଲ୍ଲାରୁ- ୨୩
ନୟାଗଡ ଜିଲ୍ଲାରୁ- ୧୭
ନୂଆପଡା ଜିଲ୍ଲାରୁ- ୩୮
ପୁରୀ ଜିଲ୍ଲାରୁ- ୧
ରାୟଗଡା ଜିଲ୍ଲାରୁ- ୯
ସମ୍ବଲପୁର ଜିଲ୍ଲାରୁ- ୨୨
ସୋନପୁର ଜିଲ୍ଲାରୁ- ୧୭
ସୁନ୍ଦରଗଡ ଜିଲ୍ଲାରୁ- ୧୩୭
ଷ୍ଟେଟ ପୁଲରୁ- ୧୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୧ ହଜାର ୭୮୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮ ହଜାର ୧୬୬ ଏବଂ ବର୍ତ୍ତମାନ ୪୪୦୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।