Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳନ୍ଧରରେ ନିୟମ ବର୍ହିଭୂତ କାର୍ଯ୍ୟ ହୋଇନାହିଁ : ନିର୍ବାଚନ କମିଶନ
ଆଜିର ଖବର

ଜଳନ୍ଧରରେ ନିୟମ ବର୍ହିଭୂତ କାର୍ଯ୍ୟ ହୋଇନାହିଁ : ନିର୍ବାଚନ କମିଶନ

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
there is nothing wrong happened in jalandhar
there is nothing wrong happened in jalandhar

ଜଳନ୍ଧରର ଭୋଟ ଗଣନା କେନ୍ଦ୍ରରେ କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ବୋଲି ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜନୈକ ପ୍ରାର୍ଥୀ କିଛି ଲୋକଙ୍କୁ ନିଜ ଲାପ୍‌ଟପ୍‌ ସହିତ ଷ୍ଟ୍ରଙ୍ଗରୁମ୍‌ରେ ପ୍ରବେଶ କରିଥିବାର ଦେଖିଥିବା ନେଇ ଅଭିଯୋଗ କରିଥିଲେ । ବିଏସ୍‌ପି ପ୍ରାର୍ଥୀ ବଲଓ୍ବିନ୍ଦର କୁମାର ଇଭିଏମ୍‌ ରଖାଯାଇଥିବା ଷ୍ଟ୍ରଙ୍ଗରୁମ୍‌ରେ କିଛି ଲୋକ ପ୍ରବେଶ କରିବା ଦେଖିଥିବା ନେଇ ତୁରନ୍ତ ଡେପୁଟି କମିଶନରଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ପରେ ପଞ୍ଜାବ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ କରୁଣା ରାଜୁ ମାମଲାର ତଦନ୍ତ କରିବା ସହିତ ସ୍ପଷ୍ଟୀକରଣ ରଖିଥିଲେ । ଷ୍ଟ୍ରଙ୍ଗରୁମ୍‌ରେ ପ୍ରବେଶ କରିଥିବା ବ୍ୟକ୍ତି ମାନେ ଭୋଟ ଗଣତି ପାଇଁ ଆସିଥିବା ଟିମ୍‌ର ସଦସ୍ୟ ଏବଂ ଗଣତି ପୂର୍ବରୁ ପ୍ରଶିକ୍ଷଣ ନିମନ୍ତେ ଷ୍ଟ୍ରଙ୍ଗରୁମ୍‌କୁ ଯାଇଥିଲେ ବୋଲି କରୁଣା ରାଜୁ ମତ ରଖିଛନ୍ତି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025
BJP Ads
Latest News

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025

ରାଜ୍ୟ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ କଲା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.