Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ୨ ଦିନ ମଧ୍ୟରେ ତୃତୀୟ ଝଟକା, ଆଉ ଜଣେ ବିଧାୟକ ଦେଲେ ଇସ୍ତଫା
ଆଜିର ଖବର

ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ୨ ଦିନ ମଧ୍ୟରେ ତୃତୀୟ ଝଟକା, ଆଉ ଜଣେ ବିଧାୟକ ଦେଲେ ଇସ୍ତଫା

November 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନ ପୂର୍ବରୁ ୨ ଦିନ ମଧ୍ୟରେ କଂଗ୍ରେସ ତୃତୀୟ ଝଟକା ଲାଗିଛି। ଆଉ ଜଣେ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକ ଝାଲୋଡ ଭବେଶ କଟାରା ଦଳରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଏହାପୂର୍ବରୁ କଂଗ୍ରେସ ବିଧାୟକ ମୋହନ ସିଂ ରାଠୱା ଏବଂ ଭଗବାନ୍ ବରାଡ ଦଳରୁ ଇସ୍ତଫା ଦେଇଛନ୍ତି।

ଏହି ସମୟ ମଧ୍ୟରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରାୟ ଶହେ ନାମ ଉପରେ ଅନୁମୋଦନ ମିଳିଛି। ପ୍ରଥମ ରାଉଣ୍ଡର ସମସ୍ତ ୮୯ ଟି ଆସନରେ ପ୍ରାର୍ଥୀ ନିଷ୍ପତ୍ତି ନିଆଯାଇଛି। ଗୁଜୁରାଟର ବିଜେପିର ପ୍ରଥମ ତାଲିକା କିଛି ସମୟ ପରେ ଆସିବ।

ଉଲ୍ଲେଖ ଯୋଗ୍ୟ ଯେ,୧୮୨ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ଏଥି ସହିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।

ଇସ୍ତଫା କଂଗ୍ରେସ ଗୁଜରାଟ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦ ଘରେ ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ବାପା, ଅଳ୍ପକେ ବର୍ତ୍ତିଲେ ପୁଅ

September 14, 2026

ଗଣେଶ ଚତୁର୍ଥୀ: ଜାଣନ୍ତୁ ଗଣେଶ ପୂଜାରେ ଶାନ୍ତ ହୁଅନ୍ତି କେଉଁ ଗ୍ରହ?

September 14, 2026

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ: ମିଳିବ ସଫଳତା

September 14, 2026

ଯୋରନ୍ଦା ମହିମା ଗାଦିରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ମହିମା ଗୋସାଇଁ ଓ ପରମାତ୍ମାଙ୍କୁ ଅର୍ପଣ

September 14, 2026
Latest News

ବନ୍ଦ ଘରେ ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ବାପା, ଅଳ୍ପକେ ବର୍ତ୍ତିଲେ ପୁଅ

September 14, 2026

ଗଣେଶ ଚତୁର୍ଥୀ: ଜାଣନ୍ତୁ ଗଣେଶ ପୂଜାରେ ଶାନ୍ତ ହୁଅନ୍ତି କେଉଁ ଗ୍ରହ?

September 14, 2026

ପ୍ରଥମ ଥର ଏଲେନା ରିବାକିନା ୟୁଏସ୍ ଓପନ୍ ଚାମ୍ପିଅନ୍

September 14, 2026

ନୂଆଖାଇ ଯେଉଁଥିରେ ରହିଛି ଭକ୍ତି ସହ ଭାବର ଏକ ପ୍ରଚଣ୍ଡ ବନ୍ଧନ

September 14, 2026

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ: ମିଳିବ ସଫଳତା

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.