Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ଏସଏଚଜି ମହିଳାଙ୍କ ସ୍ୱାବଲମ୍ଭି କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ଦିଲ୍ଲୀରୁ ଆସିଲେ ତିନି ଜଣିଆ ଟିମ
ଆଜିର ଖବର

ବାଲୁଗାଁ: ଏସଏଚଜି ମହିଳାଙ୍କ ସ୍ୱାବଲମ୍ଭି କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ଦିଲ୍ଲୀରୁ ଆସିଲେ ତିନି ଜଣିଆ ଟିମ

November 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଉଳାବନ୍ଧ ପଂଚାୟତରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରୁ ତିନି ଜଣିଆ ଟିମ ଆଜି ପୂର୍ବାହ୍ନରେ ପହଞ୍ଚିଛନ୍ତି। ଏସଏଚଜି ମହିଳାମାନଙ୍କୁ ଭେଟି ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରିବା ସହ ସ୍ୱାବଲମ୍ଭି ଦିଗରେ ଆଲୋଚନା କରିଛନ୍ତି।

ସୂଚନା ମୁତାବକ ବଉଳାବନ୍ଧ ପଂଚାୟତରେ ୧୨୦ ଏସଏଚଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ କେଉଁ କେଉଁ ଗ୍ରୁପ କଣ କଣ କାର୍ଯ୍ୟ କରୁଛନ୍ତି ଓ ସରକାରଙ୍କ ପକ୍ଷରୁ ଆସୁଥିବା ଋଣକୁ କିଭଳି ବିନିଯୋଗ କରାଯାଉଛି, ତାହା  ବୁଝିବା ସହ ବିଭିନ୍ନ ଆଲୋଚନା କରାଯାଇଥିଲା। ଯାହାକି ଏସଏଚଜି ମହିଳାମାନେ ନିଜ ଉଦ୍ୟମରେ ଫିନାଇଲି, ଅଗରବତୀ, ମହମବତୀ ଆଦି ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରି ସ୍ୱାବଲମ୍ଭି ହେଉଛନ୍ତି।

ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ାଇରେକ୍ଟର ରାଘବେନ୍ଦ୍ର ପ୍ରତାପ ସିଂ, ଆର ଏଲ ଅନିଲି କୁମାର ସିଂ,ଏମ୍ ଏମ୍ ସୋମନାଥ ଚୌଧୁରୀ, ଓଏଲମ ଡିପାର୍ଟମେଣ୍ଟରୁ ବିଭୁ ସନ୍ତୋଷ ବେହେରା, ଦେବସ୍ମିତା ମହାନ୍ତି, ଭାନୁ ପ୍ରତାପ ସ୍ବାଇଁ, ପଦ୍ମଲୋଚନ ରାଉତରାୟ, ଖୋର୍ଦ୍ଧା ଡ଼ିପିଏମ ବିବେକ ବେହୁରିଆ, ଚିଲିକା ବ୍ଲକ ବିପିଏମ ଦାୟିତ୍ୱରେ ଥିବା ବିଜୟ କୁମାର ସାହୁ, ବିଏଲସି ସ୍ମିତା ଜାହ୍ନବୀ ନନ୍ଧ, ବ୍ଲକ ପ୍ରୋଜେକ୍ଟ କୋଡ଼ିନେଟର ମିଶନ ଶକ୍ତି ବିପ୍ଳବ ମଲ୍ଲିକ, ଏମବିକେ ମନିସା ଜେନା, ବଉଳାବନ୍ଧ ସରପଞ୍ଚ ରଶ୍ମିତା ବେହେରା, ନାଏବ ସରପଞ୍ଚ ନରେନ୍ଦ୍ର କୁମାର ପଲାଇ ଓ ସିଆରପିଙ୍କ ସମେତ ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ।

ଏସଏଚଜି ମହିଳା ଦିଲ୍ଲୀ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026
Latest News

ବେଆଇନ ଏଲପିଜି ମହଜୁଦ ଏବଂ କଳାବଜାର ରୋକିବା ପାଇଁ ଚଢାଉ ଜାରି

March 23, 2026

ପ୍ରଫେସର କହ୍ନେୟା ତ୍ରିପାଠୀଙ୍କ ଆଇସିଏଆର-ସିଆଇଡବ୍ଲୁଏ ପରିଦର୍ଶନ

March 23, 2026

ଆଜି ମାର୍ଚ୍ଚ ୨୩ ତାରିଖ: ଏହି ଆଠଟି ରାଶି ପାଇଁ ଖୁସି ଖବର, ବଢିବ ଧନ

March 23, 2026

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.