Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା, ଯୁବକ ମୃତ
ଆଜିର ଖବର

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା, ଯୁବକ ମୃତ

January 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଘରୁ ଭିଡି ଆଣି ଦଳି ମାରି ଦେଲା ଦନ୍ତା। ଟାଙ୍ଗୀ ରେଂଜ୍ ପଟିଆ ସେକସନ ଅନ୍ତର୍ଗତ ରଣ୍ଡା ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ରଣ୍ଡା ଗ୍ରାମର ଦିଲିପ କୁମାର ଜେନାଙ୍କ ଖଳା ବାଡିରେ ପଶି ଗୋଠ ଛଡା ଦନ୍ତା ଧାନ ଛଣ ଖାଉଥିବା ବେଳେ ଦିଲିପ ଜେନା ଦନ୍ତାକୁ ଘଉଡାଇବା ପାଇଁ ପାଟି କରିବାରୁ ଦନ୍ତା ହଠାତ୍ ଉଗ୍ର ହୋଇଥିଲା। ହଠାତ୍ ଘରେ ପଶି ଦନ୍ତା ଦିଲିପଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଦିଲିପଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ଏବେ ମଧ୍ୟ ଶବଟି ସେଠାରେ ପଡି ରହିଛି। ଏହି ଘଟଣାକୁ ନେଇ ଲୋକେ ଉତ୍ତେଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ନାହିଁ। ମୃତକ ପରିବାରକୁ ସରକାରୀ ସହାୟତା ଦେବାକୁ ଲୋକେ ଦାବି କରିଛନ୍ତି।  ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

ଦନ୍ତା ହାତୀ ଆକ୍ରମଣ ଯୁବକ ମୃତ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

May 25, 2026

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍

May 25, 2026

ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ

May 24, 2026

ଯୁବକଙ୍କୁ ତଣ୍ଟି କାଟି ହତ୍ୟା

May 24, 2026
Latest News

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

May 25, 2026

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍

May 25, 2026

ମାନସିକ ସ୍ୱାସ୍ଥ୍ୟ ସଙ୍କଟ : ପ୍ରତି ୮ ଜଣରେ ଜଣେ ମାନସିକ ବିକାରରେ ପୀଡିତ

May 25, 2026

ଆମ୍ବ ଖାଇବା ପରେ କଣ ଆପଣଙ୍କ ପେଟ ଖରାପ ହୁଏ, ଜାଣନ୍ତୁ କାରଣ କଣ ?

May 25, 2026

ଆଜି ମେ ୨୫ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.