ହିଞ୍ଜିଳିକାଟୁ ଠାରେ ସିନିୟର୍ ଡିଭିଜନ ସିଭିଲ ଜଜ କୋର୍ଟ ଉଦଘାଟିତ

Published: Feb 6, 2023, 11:20 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ସିନିୟର୍ ଡିଭିଜନ ସିଭିଲ ଜଜ କୋର୍ଟ ଉଦ୍ଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ଆଭାଷି ଜରିଆରେ ଏହି କୋର୍ଟକୁ ଉଦ୍ଘାଟନ କରିଛନ୍ତି।

ଆଜିର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାତ ପାହାନ୍ତରେ ନ୍ୟାୟ ପାଇବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ଓ ଏଥିପାଇଁ ସାଧାରଣ ଲୋକଙ୍କୁ ଜନ ସଚେତନତା ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ସମୟରେ ୫ଟି ସଚିବ କାର୍ତ୍ତିକ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

Related posts