Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଟି ବସ୍ ଚଳାଚଳ ପାଇଁ ରେଢ଼ାଖୋଲ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଆଜିର ଖବର

ସିଟି ବସ୍ ଚଳାଚଳ ପାଇଁ ରେଢ଼ାଖୋଲ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

February 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସିଟି ବସ୍ ଚଳାଇବା ସଂପର୍କରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ବିଜେପିର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ଵ ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ଉପସ୍ଥିତିରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପରିବହନର ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସହର ଗୁଡିକରେ ସିଟି ବସ୍ ଚଳାଚଳ ହେବା ଯୋଗୁଁ ଲୋକେ ବହୁତ ଉପକୃତ ହେବେ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସମ୍ବଲପୁର ଠାରୁ ରେଢ଼ାଖୋଲ, ବୈ।ଦ୍ଧ, ଏବଂ ବାଟଗାଁ କୁ  ସିଟି  ବସ୍ ଚଳାଚଳ ପାଇଁ  ସ୍ଥାନୀୟ  ରେଢ଼ାଖୋଲ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ସମ୍ବଲପୁର ଠାରୁ ବାଟଗାଁ, ଭାୟା ମାନେଶ୍ୱର,ମେଘ୍ ପାଲ,କିସିଣ୍ଡା ,ସମ୍ବଲପୁର ଠାରୁ  ବୈ।ଦ୍ଧ ଭାୟା ଯୁଯୁମୁରା, ରେଢ଼ାଖୋଲ,  କଦଳୀଗଡ,ଏବଂ ସମ୍ବଲପୁର ଠାରୁ ନାକଟିଦେଉଳ,  ରିଆମାଳ, ଭାୟା ଜୁଯୋମୁରା, ରେଢ଼ାଖୋଲ, ଡ଼ଇଁଚା ଓ ସମ୍ବଲପୁର ଠାରୁ ନାକଟିଦେଉଳ, ଭାୟା ଧମା, କେସାପାଲି, ଜୁଯୋମୁରା, ରେଢ଼ାଖୋଲ ଆଦି ସ୍ଥାନ ଦେଇ ସିଟି ବସ୍ ଚଳାଚଳ ପାଇଁ ଦାବିପତ୍ର ରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, କାଉନସିଲର ରଶ୍ମୀ ରଞ୍ଜନ ଭଞ୍ଜ, ପ୍ରମୋଦ ନାଗ ସମେତ ଅନିଲ ପୃଷ୍ଟି, ଅବନୀ ମେହେର, ରୋହନ ରାଉତ, ଶ୍ୟାମ ସୁନ୍ଦର ଭିତିରିଆ ପ୍ରମୁଖ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

ଦାବିପତ୍ର ପ୍ରଦାନ ବିଜେପି ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ତନଭିଙ୍କ ଚିକିତ୍ସା ଏବଂ ପରିସ୍ଥିତିର ସମୀକ୍ଷା ପାଇଁ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କମିଟି ଗଠିତ

September 3, 2026

ପୁଡୁଚେରୀ ଉପ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 3, 2026

ଆଜି ସେପ୍ଟେମ୍ବର ୩ ତାରିଖରେ ଏହି ତିନୋଟି ରାଶି ହେବେ ମାଲେମାଲ୍

September 3, 2026

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026
Latest News

ବ୍ୟାଙ୍କ ଓ ଗ୍ରାମୀଣ ଜୀବିକା ମିଶନର ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ

September 3, 2026

ପାକିସ୍ତାନରେ ଶତାବ୍ଦୀ ପୁରୁଣା ମନ୍ଦିର ଭାଙ୍ଗିବା ଘଟଣା: କଡ଼ା ନିନ୍ଦା କଲା ଭାରତ

September 3, 2026

ତନଭିଙ୍କ ଚିକିତ୍ସା ଏବଂ ପରିସ୍ଥିତିର ସମୀକ୍ଷା ପାଇଁ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କମିଟି ଗଠିତ

September 3, 2026

ଇପିଏଫ୍ଓ ଦ୍ୱାରା ସମ୍ଭାବ୍ୟ ହିତାଧିକାରୀଙ୍କଠାରୁ ଆବେଦନ ଆହ୍ୱାନ

September 3, 2026

ନୂତନ ଜିଡିପି ସିରିଜ୍ ଓ ଆକଳନ ପଦ୍ଧତି ନେଇ ସରକାରଙ୍କ ସ୍ପଷ୍ଟୀକରଣ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.