Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋଲି ପୂର୍ବରୁ ଏହି ଟ୍ରେନଗୁଡିକର ବଦଳିଲା ସମୟ, ଦେଖନ୍ତୁ ନୂଆ ଟାଇମ୍ ଟେବୁଲ୍
ଆଜିର ଖବର

ହୋଲି ପୂର୍ବରୁ ଏହି ଟ୍ରେନଗୁଡିକର ବଦଳିଲା ସମୟ, ଦେଖନ୍ତୁ ନୂଆ ଟାଇମ୍ ଟେବୁଲ୍

March 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାର୍ବଣ ଋତୁ
ପାର୍ବଣ ଋତୁରେ ଟ୍ରେନରେ ଯାତ୍ରା କଲେଣି ଦେଢ଼ କୋଟିରୁ ଅଧିକ ଯାତ୍ରୀ

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ରେଳପଥରେ ଯାତ୍ରା କରନ୍ତି ଏବଂ ହୋଲିରେ ଘରକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ରେଳବାଇ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି, ଯେଉଁଥିରେ ଆପଣ ବୁକିଂ କରି ନିଶ୍ଚିତ ଟିକେଟ୍ ପାଇପାରିବେ। ଏଥିସହିତ ଅନେକ ଟ୍ରେନର ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏପରି ପରିସ୍ଥିତିରେ ଯାତ୍ରା କରିବା ପୂର୍ବରୁ ଆପଣ ଏହି ଟ୍ରେନର ସମୟ ବିଷୟରେ ଜାଣିବା ଉଚିତ୍। କାରଣ ଯଦି ଆପଣ ପୁରୁଣା ସମୟରେ ରେଳ ଷ୍ଟେସନରେ ଫଞ୍ଚିବେ, ତେବେ ଆପଣଙ୍କୁ ଫେରିବାକୁ ପଡିପାରେ କିମ୍ବା ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡିପାରେ।

ରେଳବାଇ କହିଛି ଯେ, ବିଭିନ୍ନ ରୁଟ ବିଶିଷ୍ଟ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନଗୁଡିକର ସମୟ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତିତ ହୋଇସାରିଛି। ଏହି ଟ୍ରେନ୍ ଗୁଡିକରେ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, DWR-MYS ଏକ୍ସପ୍ରେସ, ବାଙ୍ଗାଲୋର ଏବଂ ହାଇଦ୍ରାବାଦ ଟ୍ରେନ୍ ଅନ୍ତର୍ଭୁକ୍ତ। ଆସନ୍ତୁ ଜାଣିବା ବର୍ତ୍ତମାନ ନୂଆ ଟାଇମ୍ ଟେବୁଲ୍ କ’ଣ ହେବ?

ନୂଆ ସମୟ ସାରଣୀ କ’ଣ?

ଟ୍ରେନ୍ ନମ୍ବର 17302- DWR-MYS ଏକ୍ସପ୍ରେସ: 21.05 ପରିବର୍ତ୍ତେ 22.10 ରେ ଛାଡି ପରଦିନ 7.00 ପରିବର୍ତ୍ତେ 7.10 ରେ ପହଞ୍ଚିବ। ଏହି ନୂତନ ସମୟ ସାରଣୀ 6 ମାର୍ଚ୍ଚରୁ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 12630 – NZM-YPR ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 8 ତାରିଖରୁ ଏହି ନୂତନ ସମୟ ସାରଣୀ ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16590 – MRJ-SBC ଏକ୍ସପ୍ରେସ: 23.59 ପରିବର୍ତ୍ତେ 23.50 ରେ ଚାଲିବ, ଏହାର ସମୟ ମାର୍ଚ୍ଚ 6 ତାରିଖରୁ ଲାଗୁ ହେବ।

ଟ୍ରେନ୍ ନମ୍ବର 22686 CDG-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁର ଛାଡିବ। ମାର୍ଚ୍ଚ 4 ତାରିଖରୁ ଏହା ପ୍ରଯୁଜ୍ୟ ହେବ।

ଟ୍ରେନ୍ ନମ୍ବର 16542 PVR-YPR ଏକ୍ସପ୍ରେସ: ସକାଳ 5.45 ପରିବର୍ତ୍ତେ 5.25 ରେ ୟସବନ୍ତପୁରରେ ପହଞ୍ଚିବ। ମାର୍ଚ୍ଚ 10 ତାରିଖରୁ ଏହି ସମୟ ପ୍ରଯୁଜ୍ୟ ହେବ।

କୌଣସି ସୂଚନା ପାଇଁ ଏଠାରେ ଯୋଗାଯୋଗ କରନ୍ତୁ:

ଯଦି ଆପଣ ଟ୍ରେନର ସମୟ ଜାଣିବାକୁ ଚାହାଁନ୍ତି, ଯାହାର ସମୟ ଦକ୍ଷିଣ ରେଳବାଇ ଦ୍ୱାରା ପରିବର୍ତ୍ତିତ ହୋଇଛି କିମ୍ବା ଯଦି ଆପଣ ଅନ୍ୟ କୌଣସି ସୂଚନା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ 139 ଟୋଲ୍ ଫ୍ରି ନମ୍ବରକୁ କଲ କରି ଜାଣିପାରିବେ।

ଟାଇମ୍ ଟେବୁଲ୍ ବଦଳିଲା ସମୟ ଭାରତୀୟ ରେଳପଥ ହୋଲି
Share. Facebook Twitter LinkedIn Email WhatsApp Copy Link

Related Posts

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026
Latest News

ବରଯାତ୍ରୀ ଗାଡ଼ି ଦୁର୍ଘଟଣା: ୧ ମୃତ, ୧୫ ଆହତ

April 15, 2026

ଆଜି ଶକ୍ତି ପ୍ରଦର୍ଶନ କରିବ ଓଡ଼ିଶା ଜନତା କଂଗ୍ରେସ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026

ସମ୍ବଲପୁର ଜିଲ୍ଲାରେ ୩୭୫ କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.