Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେବ ପୂର୍ବତଟ ରେଳପଥର ଏହି ସବୁ ଟ୍ରେନ
ଆଜିର ଖବର

ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେବ ପୂର୍ବତଟ ରେଳପଥର ଏହି ସବୁ ଟ୍ରେନ

April 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳପଥ
ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି…

ଟ୍ରେନର ମାର୍ଗ ପରିବର୍ତ୍ତନ:

A. 18477/18478 ପୁରୀ-ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 7 ଏପ୍ରିଲରେ ଏବଂ ଋଷିକେଶରୁ 6 ଓ 7 ଏପ୍ରିଲ 2023ରେ ଏହାର ନିର୍ଦ୍ଧାରିତ ମାର୍ଗ ଝାରସୁଗୁଡା-ରାଉରକେଲା-ଟାଟା-ହିଜୀଲୀ-ଭଦ୍ରକ ମାର୍ଗ ପରିବେର୍ତ୍ତେ ଉଭୟ ପାର୍ଶ୍ୱରୁ ଇବ-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି ମାର୍ଗ ଦେଇ ଚଳାଚଳ କରିବ।

ଟ୍ରେନ୍ ବାତିଲ୍:

A. 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏବଂ 12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 6 ଏପ୍ରିଲ, 2023 ରେ ନୂଆଦିଲ୍ଲୀ ଠାରୁ ବାତିଲ ରହିବ।

B. 12820 ଆନନ୍ଦ ବିହାର (ନୂଆଦିଲ୍ଲୀ)-ଭୁବନେଶ୍ୱର ଓଡ଼ିଶା ସାମ୍ପାର୍କ କ୍ରାନ୍ତି ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ଆନନ୍ଦ ବିହାରରୁ ବାତିଲ ରହିବ।

C. 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ 09.04.2023 ରେ ଋଷିକେଶରୁ ବାତିଲ ରହିବ।

D. 22861 / 22862 ହାଓଡ଼ା-କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

E. 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ଭୁବନେଶ୍ୱରରୁ ବାତିଲ ରହିବ।

F. 12875/12876 ପୁରୀ-ଆନନ୍ଦ ବିହାର (ନୂଆଦିଲ୍ଲୀ) -ପୁରୀ ନୀଳାଚଳ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

G.18005 / 08006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

H. 12801/12802 ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 07.04.2023 ରେ ଉଭୟ ଦିଗରୁ ବାତିଲ ରହିବ।

I. 15630 ସିଲଘାଟ ଟାଉନ୍ (ଆସାମ) – ତାମ୍ବରମ ଏକ୍ସପ୍ରେସ 7 ଏପ୍ରିଲ, 2023 ରେ ସିଲଘାଟ ଟାଉନ୍ରୁ ବାତିଲ ରହିବ।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ଖୁଲାସା!: CJPର ସଂସଦ ପଦଯାତ୍ରା ସମୟରେ ଯବାନଙ୍କ ପେଲେଟ୍ ବନ୍ଧୁକରୁ ଚାଲିଥିଲା ଗୁଳି

July 27, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଏବେ ଏହି ୩ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ପାଳି?: ଜୋର ଧରିଲା ଇସ୍ତଫା ଦାବି 

July 27, 2026

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜଣେ ଟାଣୁଆ ନେତା ସୁଶାନ୍ତ ସିଂହଙ୍କ ପରଲୋକ

July 27, 2026

କେଉଁ ରାଜ୍ୟରେ ସବୁଠାରୁ ଅଧିକ ପେପର ଲିକ୍ ହୋଇଛି?: ଦେଖନ୍ତୁ ତାଲିକା

July 27, 2026
Latest News

ବଡ଼ ଖୁଲାସା!: CJPର ସଂସଦ ପଦଯାତ୍ରା ସମୟରେ ଯବାନଙ୍କ ପେଲେଟ୍ ବନ୍ଧୁକରୁ ଚାଲିଥିଲା ଗୁଳି

July 27, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଏବେ ଏହି ୩ ରାଜ୍ୟର ଶିକ୍ଷା ମନ୍ତ୍ରୀଙ୍କ ପାଳି?: ଜୋର ଧରିଲା ଇସ୍ତଫା ଦାବି 

July 27, 2026

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଜଣେ ଟାଣୁଆ ନେତା ସୁଶାନ୍ତ ସିଂହଙ୍କ ପରଲୋକ

July 27, 2026

କେଉଁ ରାଜ୍ୟରେ ସବୁଠାରୁ ଅଧିକ ପେପର ଲିକ୍ ହୋଇଛି?: ଦେଖନ୍ତୁ ତାଲିକା

July 27, 2026

ସାହିତ୍ୟ ସହ ସାମାଜିକ ଦାୟିତ୍ୱ: ଅଗଷ୍ଟ ୧ରେ ବୃକ୍ଷରୋପଣ କରିବ ‘ଆମ ସାହିତ୍ୟ ଘର’

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.