Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାମ୍ପିୟନ୍ସ ଲିଗ୍‌ ୨୦୧୯ : ଲିଭର୍‌ପୁଲ୍‌କୁ ଷଷ୍ଠ ୟୁରୋପିଆନ୍‌ ଲିଗ୍‌ ଟାଇଟଲ୍‌
ଆଜିର ଖବର

ଚାମ୍ପିୟନ୍ସ ଲିଗ୍‌ ୨୦୧୯ : ଲିଭର୍‌ପୁଲ୍‌କୁ ଷଷ୍ଠ ୟୁରୋପିଆନ୍‌ ଲିଗ୍‌ ଟାଇଟଲ୍‌

June 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Liverpool win 6th European Cup
Liverpool win 6th European Cup

ଗତବର୍ଷର ଚାମ୍ପିୟନ୍ସ ଲିଗ୍‌ ପରାଜୟକୁ ପଛରେ ପକାଇ ନିଜର ଷଷ୍ଠ ୟୁରୋ ଲିଗ୍‌ ଟ୍ରଫି ହାସଲ କରିଛି ଲିଭର ପୁଲ୍‌। ଟଟ୍ଟେନ୍‌ହାମ୍‌କୁ ୨-୦ ରେ ପରାସ୍ତ କରି ଦଳ ନିଜର ଷଷ୍ଠ ଟାଇଟଲ୍‌ ହାସଲ କରିଛି। ମ୍ୟାନେଜର ଭାବରେ ଜର୍ଗନ୍‌ କ୍ଲପ୍‌ଙ୍କର ମଧ୍ୟ ଏହା ପ୍ରଥମ ଟାଇଟଲ୍‌। ସେହିପରି ବିଫଳତା ପାଇଁ କ୍ରମାଗତ ସମାଲଗୋଚିତ ହେଉଥିବା ମୋ ସଲାହ ମଧ୍ୟ ଦଳକୁ ବିଜୟୀ କରାଇବା ସହିତ ଫର୍ମକୁ ଫେରିଛନ୍ତି। ଗତବର୍ଷ ସଲାହଙ୍କ କାନ୍ଧରେ ଆଘାତ ଯୋଗୁଁ ଦଳ ରିଅଲ ମାଦ୍ରିଦ୍‌ ନିକଟରୁ ପରାଜିତ ହୋଇଥିଲେ ମଧ୍ୟ ସଲାହଙ୍କ ଗୋଲ ବଳରେ ଚଳିତ ବର୍ଷ ଟ୍ରଫି ଉପରେ କବ୍‌ଜା କରି ନେଇଛି ଦଳ। ଶେଷ ୨୦ ମିନିଟ୍‌ରେ ଟଟ୍ଟେନହାମ୍‌ ପ୍ରତ୍ୟାବର୍ତ୍ତନର ଚେଷ୍ଟା କରିଥିଲେ ମଧ୍ୟ ଲିଭରପୁଲ୍‌ ରକ୍ଷଣଭାଗ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ ଶେଷ ହେବାର ୧୦୮ ସେକେଣ୍ଡ ପୂର୍ବରୁ ସଲାହ୍‌ ପେନାଲ୍‌ଟି କିକ୍‌ରୁ ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ।

thesamikhsya won
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026
Latest News

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026

ୟୁପି ନିର୍ବାଚନରେ ​​ଆପ-ସପା ମଧ୍ୟରେ ମେଣ୍ଟ ହେବ କି?: ଅଖିଳେଶ ଯାଦବଙ୍କୁ ଭେଟିଲେ ସଂଜୟ ସିଂହ 

August 23, 2026

ପୁଣି ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କଲେ ପାଡିକ୍କଲ୍: ରଚିଲେ ଇତିହାସ

August 23, 2026

‘ସରକାର ବିଶ୍ୱାସଘାତକ କରୁଛନ୍ତି’: CJP ର ଗମ୍ଭୀର ଅଭିଯୋଗ, ପ୍ରତିବାଦ ପାଇଁ ଦେଲା ଚେତାବନୀ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.