Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ୍ ମୋଦି
ଆଜିର ଖବର

ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ୍ ମୋଦି

June 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ୍ ମୋଦି

ପୁରୀ: ବିଶ୍ବାସ ରହିଛି ଆଡପ ମଣ୍ଡପରେ ତିନିଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମ ପାପରୁ ମିଳିଥାଏ ମୁକ୍ତି। ସେଥିପାଇଁ ଜନ୍ମ ବେଦୀରେ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି। ସେହି ପରିପ୍ରେକ୍ଷୀରେ ଆଡପମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଏବଂ ତାଙ୍କ ଭାଇ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ ମୋଦି, ଭାଇ ଅଶୋକ ମୋଦିଙ୍କ ସହ ତାଙ୍କର ବନ୍ଧୁବାନ୍ଧବ ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ସେମାନେ ସାଧାରଣ ଭକ୍ତଙ୍କ ପରି ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ଏହାପରେ ତିନି ରଥକୁ ମୁଣ୍ଡିଆ ମାରିବା ସହିତ ଶ୍ରୀମନ୍ଦିରକୁ ମଧ୍ୟ ଯାଇଥିଲେ। ତାଙ୍କ ସହିତ ଥିଲେ ଓଡିଶାର ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ।

RATHAJATRA rathyatra
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବରରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର: ଆଡ଼ପ ମଣ୍ଡପ ଦର୍ଶନ କରିପାରିବେ ଭକ୍ତ

September 19, 2026

DUSU ନିର୍ବାଚନ ଫଳାଫଳ ପରେ କାହିଁକି ସମାଲୋଚନାର ଶିକାର ହେଲେ ରାହୁଲ ଗାନ୍ଧୀ?: ଜାଣନ୍ତୁ

September 19, 2026

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ

September 19, 2026

DUSU ନିର୍ବାଚନ ଫଳାଫଳ: ବାଜି ମାରିଲା ABVP, NSUI ର ବଡ଼ ପରାଜୟ

September 19, 2026
Latest News

ଅକ୍ଟୋବରରୁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର: ଆଡ଼ପ ମଣ୍ଡପ ଦର୍ଶନ କରିପାରିବେ ଭକ୍ତ

September 19, 2026

DUSU ନିର୍ବାଚନ ଫଳାଫଳ ପରେ କାହିଁକି ସମାଲୋଚନାର ଶିକାର ହେଲେ ରାହୁଲ ଗାନ୍ଧୀ?: ଜାଣନ୍ତୁ

September 19, 2026

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିଲେ

September 19, 2026

DUSU ନିର୍ବାଚନ ଫଳାଫଳ: ବାଜି ମାରିଲା ABVP, NSUI ର ବଡ଼ ପରାଜୟ

September 19, 2026

ଠକେଇ ମାମଲା : ବିଜେଡ଼ି କର୍ପୋରେଟର ଅଟକ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.