Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଆନ୍ ଆଥଲେଟିକ ରେ ୨୭ ପଦକ ଜିତିଥିବାରୁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ଆଜିର ଖବର

ଏସିଆନ୍ ଆଥଲେଟିକ ରେ ୨୭ ପଦକ ଜିତିଥିବାରୁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଚାମ୍ପିୟନଶିପର ଗୋଟିଏ ସଂସ୍କରଣରେ ବିଦେଶ ମାଟିରେ ଭାରତୀୟ ଆଥଲେଟଙ୍କ ସର୍ବାଧିକ ୨୭ ପଦକ ଜିତିବାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘୨୫ତମ ଏସିଆନ୍ ଆଥଲେଟିକ ଚାମ୍ପିୟନଶିପ୍ ୨୦୨୩ରେ ଭାରତୀୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ। ଆମ ଆଥଲେଟମାନେ ୨୭ଟି ପଦକ ଜିତିଛନ୍ତି ଯାହା କି ଚାମ୍ପିୟନଶିପର ଏକ ସଂସ୍କରଣରେ ବିଦେଶ ମାଟିରେ ସର୍ବାଧିକ। ଏହି ସଫଳତା ପାଇଁ ଆମ ଆଥଲେଟମାନଙ୍କୁ ଅଭିନନ୍ଦନ। ଏହା ଆମକୁ ଗୌରବାନ୍ୱିତ କରେ।’

ନରେନ୍ଦ୍ର ମୋଦୀ ପଦକ ବିଜେତା ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଭାରତୀୟ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026
Latest News

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.