Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ବରିଷ୍ଠ ଓକିଲ ଅରୂପାନନ୍ଦ ଦାସ ପୁନଃନିର୍ବାଚିତ
ଆଜିର ଖବର

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ବରିଷ୍ଠ ଓକିଲ ଅରୂପାନନ୍ଦ ଦାସ ପୁନଃନିର୍ବାଚିତ

August 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ବରିଷ୍ଠ ଓକିଲ ଅରୂପାନନ୍ଦ ଦାସ ପୁନଃନିର୍ବାଚିତ

କଟକ: ଗତ ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନରେ ଅରୂପାନନ୍ଦ ଦାସ ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଥାଉ କି ଏହି ନିର୍ବାଚନରେ ସାରା ରାଜ୍ୟର ଆଇନଜୀବୀମାନେ ପାଞ୍ଚ ବର୍ଷରେ ଥରେ ୨୫ ଜଣ ଆଇନଜୀବୀଙ୍କୁ ନିର୍ବାଚିତ କରିଥାନ୍ତି।

ସେହି କ୍ରମରେ ଭୋଟ ଗଣତି ଚାଲୁ ରହିଥିବା ବେଳେ ନିଧାର୍ଯ୍ୟ ଭୋଟ ପାଇ ସାରିଥିବାରୁ ଅରୁପାନନ୍ଦ ଦାସଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି। ସେ ବର୍ତ୍ତମାନ ଓଡିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ସରକାରୀ ଓକିଲ ଭାବେ କାର୍ଯ୍ୟରତ। ସେ ପୂର୍ବତନ ଜିଲ୍ଲା ଜଜ୍ ସ୍ବର୍ଗତ ସଚ୍ଚିଦାନନ୍ଦ ଦାସ ଙ୍କ କନିଷ୍ଠ ପୁତ୍ର ଓ ପୁର୍ବତନ ଜିଲ୍ଲା ଜଜ୍ ଦେବଯାନୀ ଦାସଙ୍କ ସାନ ଭାଇ।

ତାଙ୍କର ବିଜୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଓଡ଼ିଶାର ମହାଧିବକ୍ତା ଅଶୋକ ପରିଜା, ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ସୌର ଚନ୍ଦ୍ର ମହାପାତ୍ର, ଦୁର୍ଗା ପ୍ରସାଦ ନନ୍ଦ, ପୁର୍ବତନ ବାର୍ କାଉନସିଲ୍ ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି ଓ ଉପାଧ୍ୟକ୍ଷ ଦେବବ୍ରତ ମିଶ୍ର, ବାର୍ କାଉନସିଲ୍ ସଦସ୍ୟ ସୀତାଂଶୁ ଦ୍ବିବେଦୀ, ମାନସ ଚାନ୍ଦ, ଜ୍ଞାନ ରଞ୍ଜନ ମହାନ୍ତି, କମଲେସ ପ୍ରସାଦ ରଣା, ବଲାଙ୍ଗୀର ରୁ ଅମନ୍ ନାଗ, କେନ୍ଦୁଝରରୁ ଗିରିଜା ଶଙ୍କର ମିଶ୍ର, କଟକ ବାର୍ ଆସୋସିଏସନ୍ ର ପୁର୍ବତନ ସମ୍ପାଦକ ନରେଶ ଜେନା ଅଭିନନ୍ଦନ ଜଣାଇଛନ୍ତି।

ସେହିପରି ବିଶ୍ୱଜିତ୍ ମହାପାତ୍ର, ଜ୍ୟୋତିନ୍ଦ୍ରିୟ ମହାନ୍ତି,ହାଇ କୋର୍ଟ ବାର୍ ଆସୋସିଏସନ୍ ର ସଭାପତି ଧରଣୀଧର ନାୟକ ଓ ସମ୍ପାଦକ ଚିତ୍ତରଂଜନ ସ୍ବାଇଁ ଓ ପୂର୍ବତନ ସମ୍ପାଦକ ସତ୍ୟବ୍ରତ ମହାନ୍ତି, ଜନ୍ମେଜୟ କଟିକିଆ , ବିଦ୍ୟାଧର ପ୍ରଧାନ, କ୍ରିମିନାଲ କୋର୍ଟ ବାର୍ ଆସୋସିଏସନ୍ ର ସମ୍ପାଦକ ସ୍ମୃତି ରଞ୍ଜନ ରାଉତ, ପୁର୍ବତନ ସଭାପତି ଦିଲ୍ଲୀପ ପଟ୍ଟନାୟକ ଓ ସମ୍ପାଦକ ପ୍ରଦୀପ କୁମାର ପରିଡ଼ା, ଆଇନଜୀବୀ ମନୋଜ ବର୍ମା,ସୀତାରାମ ଅଗ୍ରୱାଲ, ସୁଶାନ୍ତ ଶେଖର, ପି ରମେଶ ପାତ୍ର, ପ୍ରଫୁଲ୍ଲ ଖଟୁଆ, ଭୁବନେଶ୍ୱରରୁ ଅଶୋକ ଦାସ୍ ଓ କୁଲଦାନନ୍ଦ ଦାସ ସ୍ବାଗତ କରିଛନ୍ତି।

ବ୍ରହ୍ମପୁର ରୁ ଦୀପକ ପଟ୍ଟନାୟକ, ପୁଷ୍ପମିତ୍ର ମହାପାତ୍ର, ୱାଇ ଏସ ପି ବାବୁ, ଝୁମ୍ପା ମିତ୍ର ରାୟ, ସୁଷମା ସାହୁ, ମଧୁ ଛନ୍ଦା ପାଢ଼ୀ, ମଧୁ ମହାନ୍ତି, ସଂଜୀବ ଚକ୍ରବର୍ତ୍ତୀ, ତପସ୍ଵିନୀ ସିହ୍ନା, ରାକେଶ ଶର୍ମା, କରୁଣାକର ଗୟା, ସୁବ୍ରତ ଶତପଥୀ, ଲଲାଟେନ୍ଦୁ କାନୁନଗୋ, ସୁଧି ରଞ୍ଜନ ମହାନ୍ତି,ଦିଲୀପ ପ୍ରଧାନ, ସରୋଜ ବାବୁ, ଜିତେନ୍ଦ୍ର ସାମନ୍ତରାୟ, ଗୌତମ ପଣ୍ଡା, ନିରୁପମା ହାତୀ,ସୋରଂଶୁ, ଅଜୟ ରଥ, ସାରଦା ତ୍ରିପାଠୀ, ଅରୁଣ ଦାସ, ଅରୁଣ ସାହୁ, ରାଜ ଦାସ, ଶିବାନନ୍ଦ ଦାଶ, ପ୍ରସେନ୍ ଜିତ୍ ସିନ୍ନା, ସୋମନାଥ ନନ୍ଦ, ସିଦ୍ଧାନ୍ତ ଦାସ, ଲକ୍ଷ୍ମୀ ନାରାୟଣ ରୟଟସିଂ, ସୌମ୍ୟ ମହାନ୍ତି, ଅଜିତ ରାଉତ, ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026

ଟିଏମସି ସାଂସଦ ନଦୀମୁଲ ହକ୍ ଉପରେ ଇଡି ର କାର୍ଯ୍ୟାନୁଷ୍ଠାନ: ୭ଟି ସ୍ଥାନରେ ଚଢ଼ାଉ

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026
Latest News

ଆଜି LPG ର e-KYC ପାଇଁ ଶେଷ ସୁଯୋଗ: ଏବେ କିପରି ପାଇବେ ଗ୍ୟାସ ସିଲିଣ୍ଡର?

September 7, 2026

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026

ଦଶମ ଦିନରେ ମନୋଜ ଜରାଙ୍ଗେଙ୍କ ଆନ୍ଦୋଳନ: ସରକାରକୁ ଦେଲେ ବଡ଼ ଚେତାବନୀ

September 7, 2026

ରନୱେରୁ ଖସି ଆମାଜନ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

September 7, 2026

ଟିଏମସି ସାଂସଦ ନଦୀମୁଲ ହକ୍ ଉପରେ ଇଡି ର କାର୍ଯ୍ୟାନୁଷ୍ଠାନ: ୭ଟି ସ୍ଥାନରେ ଚଢ଼ାଉ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.