Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାରୁ ବିଡା ବିଡା ଜାଲ ନୋଟ ଜବତ କଲା ଏସଟିଏଫ, ସମସ୍ତେ ତାଜୁବ
ଆଜିର ଖବର

ଓଡିଶାରୁ ବିଡା ବିଡା ଜାଲ ନୋଟ ଜବତ କଲା ଏସଟିଏଫ, ସମସ୍ତେ ତାଜୁବ

September 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
FakeNote

ଭୁବନେଶ୍ବର: ଆଜି ଏସଟିଏଫ ବିଡାବିଡା ଜାଲ ନୋଟ ଜବତ କରିଛି। ତେବେ ଏହା ହଜାରେ କିମ୍ବା ଦୁଇ ହଜାର ନୁହେଁ। ଏକାଥରେ ୪୧ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ। ଏତେ ପରିମାଣର ଜାଲ ନୋଟ ଜବତ ହେବା ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତେବେ ଏହି ଘଟଣାଟି ସୋନପୁର ଜିଲ୍ଲାରେ ଘଟିଛି। ସେଠାରେ ଜାଲ ନୋଟ ଧରାପଡିବା ପରେ ଏସଟିଏଫ ତାହାକୁ ଟ୍ରାକ କରୁଥିଲା। ପରେ ଜଣାପଡିଲା ଏହା ଚେର କେଉଁଠି। ଏହାପରେ ଜାଲ ନୋଟ ଛାପୁଥିବା ବ୍ୟକ୍ତିଙ୍କୁ ଏସଟିଏଫ ଗିରଫ କରିଛି। ସେ ହେଲେ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଧିନର ମାଟିଖାଇ ନୂଆବସ୍ତିରର ଦୀପକ ମେହେର।

ତାଙ୍କୁ ଗିରଫ କରିବା ସହିତ ଏସଟିଏଫ ଟଙ୍କା ଛପା ସଂରଜାମ ମଧ୍ୟ ଜବତ କରିଛି। ଏହି ଜାଲ ନୋଟ ବିଛାଉଥିବା ପଛରେ ଏକ ରାକେଟ କାମ କରୁଛି ବୋଲି ଏସଟିଏଫ ଅନୁମାନ କରିଛି। ଏହି ଜାଲନୋଟଗୁଡିକ ଛତିଶଗଡକୁ ପଠାଯାଉଥିଲା ବୋଲି ଅନୁମାନ କରାଯାଇଛି।

ତେବେ ଏହି ନୋଟ ପ୍ରକୃତରେ ଜାଲ କି ନାହିଁ ତାହାର ପ୍ରମାଣ ପାଇଁ ଏସଟିଏଫ ନୋଟଗୁଡିକୁ ପଶ୍ଚିମବଂଗରେ ଥିବା ଆରବିଆଇର ଟଙ୍କା ଛାପା କାରଖାନାକୁ ପଠାଯାଇଛି।

ଏସଟିଏଫ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026
Latest News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026

ଏସିଆ କପରେ ଶତକ ହାସଲ କରି ୧୦ଟି ବଡ଼ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.