Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସହ୍ୟ ହେଲା ପୁଅ ବୋହୁଙ୍କ ନିର୍ଯାତନା, ପୋଲିସ ସହାୟତାରେ ଘରକୁ ଫେରିଲେ ବୃଦ୍ଧ ଦମ୍ପତି
ଆଜିର ଖବର

ଅସହ୍ୟ ହେଲା ପୁଅ ବୋହୁଙ୍କ ନିର୍ଯାତନା, ପୋଲିସ ସହାୟତାରେ ଘରକୁ ଫେରିଲେ ବୃଦ୍ଧ ଦମ୍ପତି

September 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତଗତ ମହ୍ଲାସାହି ଗ୍ରାମର ୯୬ବର୍ଷିୟ ଘନଶ୍ୟାମ ଦାସ ଓ ତାଙ୍କ ପତ୍ନୀ ୮୫ ବର୍ଷିୟା ମନୋରମା ଦାସ ପୁଅ ବୋହୁଙ୍କ ଦ୍ୱାରା ନିର୍ଯାତାନପାଇ ବାରଦ୍ୱାର ଶୁଣ୍ଡିପାଣ୍ଡା ହୋଇ ୧୨ଦିନକାଳ ଭୋକଉପାସରେ ଅତିବାହିତ କଲାପରେ ଆଜି ଘରକୁ ଫେରିଥିବା ଜଣାପଡିଛି।

ସୂଚନା ଯୋଗ୍ୟକି ଘନଶ୍ୟାମ ତାର ଦୁଇ ପୁଅ ସରୋଜ ଦାସ ଓ ରଂଜନ କୁମାର ଦାସକୁ ଜମି ବିକ୍ରି କରି ୧୮ଲକ୍ଷ ଟଙ୍କା ଦେଇଥିଲେ। ଉକ୍ତ ଟଙ୍କାରେ ଗୃହ ନିର୍ମାଣ କରିସାରିବା ପରେ ବୃଦ୍ଧା ପିତାମାତାଙ୍କୁ ଘରୁ ତଡିଦେଇଥିଲେ। ଅଗଷ୍ଟ ୨୪ ତାରିଖରୁ ବୃଦ୍ଧ ପିତାମାତା କୁଜଙ୍ଗ ପୋଷ୍ଟ ଅଫିସ ସମେତ ବିଭିନ୍ନ ବାରଣ୍ଡାରେ ଜୀବନ ଅତିବାହିତ କରିଥିଲେ। ପରେ ଘନଶ୍ୟାମ କୁଜଙ୍ଗ ଥାନାରେ ଅଭିଯୋଗ କରିବାରେ କୁଜଙ୍ଗ ପୋଲିସ ଥାନାକୁ ଦୁଇ ପୁଅଙ୍କୁ ଡକାଇ ତାଲୁକ ଆଇନସେବା କମିଟି ସହାୟତାରେ ବାପ ମା ଓ ଦୁଇ ପୁଅଙ୍କ ମଧ୍ୟରେ ବୁଝାବଣା କରାଇଥିଲେ।

ପରେ କୁଜଙ୍ଗ ଥାନା ଅଧିକାରୀ ରଶ୍ମିରଂଜନ ଦାଶ ତାଲୁକ ଆଇନସେବା କମିଟି ରିଟେନର ଏଏନଡି ଯାଦବ, ମହ୍ଲାସାହି ସରପଂଚ ଧୃବ ଚରଣ ନାୟକଙ୍କ ସହାୟତାରେ ବୃଦ୍ଧ ପିତା ମାତାଙ୍କୁ ନେଇ ଘଣେ ଛାଡିବା ସହ ଦୁଇ ପୁଅ ଓ ଜ୍ୱଇଁକୁ ଯତ୍ନନେବାପାଇଁ ପରାମର୍ଶ ଦେଇଥିଲେ। ଯଦି ଭବିଷ୍ୟତରେ ବୃଦ୍ଧ ପିତାମାତାଙ୍କୁ ଦୁଇ ପୁଅ ହଇରାଣ କରନ୍ତି ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଲୁକ ଆଇନସେବା କମିଟି ପକ୍ଷରୁ କୁହାଯାଇଛି।

କୁଜଙ୍ଗ ଥାନା ବୃଦ୍ଧ ଦମ୍ପତି
Share. Facebook Twitter LinkedIn Email WhatsApp Copy Link

Related Posts

‘ମହିଳା ସଂରକ୍ଷଣ ଆଳରେ କ୍ଷମତାରେ ରହିବା ପାଇଁ ଷଡଯନ୍ତ୍ର’: ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା

April 18, 2026

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026
Latest News

‘ମହିଳା ସଂରକ୍ଷଣ ଆଳରେ କ୍ଷମତାରେ ରହିବା ପାଇଁ ଷଡଯନ୍ତ୍ର’: ବିଜେପି ଉପରେ ବର୍ଷିଲେ ପ୍ରିୟଙ୍କା

April 18, 2026

‘ବିଜେପି ପ୍ରାର୍ଥୀଙ୍କ ପାଇଁ ପୋଷ୍ଟର ବାଣ୍ଟୁଛନ୍ତି ସିଆରପିଏଫ’: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 18, 2026

ମହିଳା ସଂରକ୍ଷଣ ବିଲ୍ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରୋଶ: ଜାଲିଲେ ଏସପି ଏବଂ କଂଗ୍ରେସର ପତାକା

April 18, 2026

ହରମୁଜ୍ ସଙ୍କଟ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ୍ ଙ୍କ ବଡ଼ ନିଷ୍ପତ୍ତି: ରୁଷରୁ ତେଲ କିଣିବା ଜାରି ରଖିବ ଭାରତ

April 18, 2026

ପାଖେଇଲା ଅକ୍ଷୟ ତୃତୀୟା ଜାଣନ୍ତୁ ଏହି ଦିନ କିପରି ଓ କେମିତି କରାଯାଏ ପୂଜା

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.