Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଗୁନିଆ ଥାନା ଅଞ୍ଚଳରୁ ଦେଢ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ: ଚାଲାଣକାରି ଗିରଫ
ଆଜିର ଖବର

ବେଗୁନିଆ ଥାନା ଅଞ୍ଚଳରୁ ଦେଢ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ: ଚାଲାଣକାରି ଗିରଫ

September 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଚଢ଼ାଉ କରି ୧୫ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବେଗୁନିଆ ଥାନା ଭାଗଲପୁର ଗ୍ରାମରୁ ଅଭିଯୁକ୍ତ ପ୍ରମୋଦ କୁମାର ସାହୁ (୫୭) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ଉକ୍ତ ଗଞ୍ଜେଇ ଜବତ ହୋଇଛି।

ଜବତ ଗଞ୍ଜେଇର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ଅବକାରୀ ମୋବାଇଲ ଟିମ ଏବଂ ଖୋର୍ଦ୍ଧା ରେଞ୍ଜ ଅବକାରୀ ଟିମ ସାମିଲ ଥିଲା।

ଅବକାରୀ ବିଭାଗ ଅଭିଯୁକ୍ତ ଗିରଫ ଖୋର୍ଦ୍ଧା ଜିଲ୍ଲା ଗଞ୍ଜେଇ ଜବତ ବେଗୁନିଆ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026

ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କଲେ ଆନ୍ନା ହଜାରେ: ଆସନ୍ତାକାଲି କରିବେ ପ୍ରତିବାଦ

July 22, 2026

‘ହାର ମାନିଲେ ସରକାର’: ଝାଡ଼ଖଣ୍ଡରେ JPSC ପରୀକ୍ଷା ଉପରେ ବିଜେପି ର ପ୍ରତିକ୍ରିୟା

July 22, 2026

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

July 22, 2026
Latest News

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026

ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କଲେ ଆନ୍ନା ହଜାରେ: ଆସନ୍ତାକାଲି କରିବେ ପ୍ରତିବାଦ

July 22, 2026

‘ହାର ମାନିଲେ ସରକାର’: ଝାଡ଼ଖଣ୍ଡରେ JPSC ପରୀକ୍ଷା ଉପରେ ବିଜେପି ର ପ୍ରତିକ୍ରିୟା

July 22, 2026

ଅନଶନ ସମାପ୍ତ କରିବାକୁ ସୋନମ ୱାଙ୍ଗଚୁକ୍ ପ୍ରସ୍ତୁତ: ସରକାରଙ୍କ ନିକଟରେ ରଖିଲେ ସର୍ତ୍ତ

July 22, 2026

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.