Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୩୧ରେ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ, ସରକାର ଦେଲେ ଅନୁମତି
ଆଜିର ଖବର

ଡିସେମ୍ବର ୩୧ରେ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ, ସରକାର ଦେଲେ ଅନୁମତି

November 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
dgp
ଡିସେମ୍ବର ୩୧ରେ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ, ସରକାର ଦେଲେ ଅନୁମତି

ଭୁବନେଶ୍ୱର: ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତା ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ଡିସେମ୍ବର ୩୧ ରେ ସେ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଆସନ୍ତା ଡିସେମ୍ବର ୩୧ରେ ତାଙ୍କ ଡିଜିପି କାର୍ଯ୍ୟକାଳକୁ ଦୁଇବର୍ଷ ପୂରିବ।କାର୍ଯ୍ୟକାଳ ପୂରିବା ପରେ ସେ ଅବସର ଗ୍ରହଣ କରିବେ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଫଳରେ ନୂଆବର୍ଷରେ ନୂଆ ଡିଜିପି ଦାୟିତ୍ୱ ଗ୍ରହଣ କରିବେ। ୧୯୮୭ ବ୍ୟାଚର ଆଇପିଏସ ଶ୍ରୀ ବଂଶଲ ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା। ସେ ଦୀର୍ଘ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କ ପରେ ଓଡିଶା ଡିଜିପି କିଏ ହେବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

dgp ପୋଲିସ ଡିଜି ସୁନୀଲ ବଂଶଲ
Share. Facebook Twitter LinkedIn Email WhatsApp Copy Link

Related Posts

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026
Latest News

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026

ସଙ୍କଟକୁ ସାମ୍ନା କରି ହରମୁଜ୍ ରୁ ଆସୁଛି ଇରାକୀ ତେଲ: ପୂର୍ଣ୍ଣ ଶକ୍ତି ଲଗାଉଛି ବିପିସିଏଲ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.