Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଚର୍ଚ୍ଚାରେ ବିଧାୟକ ନରସିଂହ ମିଶ୍ର, ବିଧାନସଭାରେ କୋଶଳୀ ଭାଷାରେ ବକ୍ତବ୍ୟ ରଖିବାକୁ ଦାବୀ
ଆଜିର ଖବର

ପୁଣି ଚର୍ଚ୍ଚାରେ ବିଧାୟକ ନରସିଂହ ମିଶ୍ର, ବିଧାନସଭାରେ କୋଶଳୀ ଭାଷାରେ ବକ୍ତବ୍ୟ ରଖିବାକୁ ଦାବୀ

November 20, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଣି ଚର୍ଚ୍ଚାରେ ବିଧାୟକ ନରସିଂହ ମିଶ୍ର, ବିଧାନସଭାରେ କୋଶଳୀ ଭାଷାରେ ବକ୍ତବ୍ୟ ରଖିବାକୁ ଦାବୀ

ଭୁବନେଶ୍ବର: ବିଧାନସଭାରେ କୋଶଳୀ ଭାଷାରେ ବିଭିନ୍ନ ତଥ୍ୟ ରଖିବା ପାଇଁ ଅନୁମତି ଦିଆଯାଉ ବୋଲି ଆଜି ବାଚସ୍ପତିଙ୍କୁ ଜଣାଇଛନ୍ତି ବିଧାୟକ ନରସିଂହ ମିଶ୍ର। ଆସନ୍ତାକାଲି ବିଧାନସଭା ଥିବାରୁ ଆଜି ସର୍ବଦଳୀୟ ବୈଠକ କରାଯାଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲା। ଏଥିରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଦାବୀ ରଖିଥିଲେ।

ବର୍ତ୍ତମାନ କୋଶଳୀମାନେ ସ୍ବତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନ କରୁଥିବା ବେଳେ ନରସିଂହ ମିଶ୍ରଙ୍କ ବିଭିନ୍ନ ବକ୍ତବ୍ୟ ବିବାଦୀୟ ହେଉଛି। ପୂର୍ବରୁ ସେ ସିନେମା କଳିକୁ ନେଇ ଓଡିଶା ଦୁଇ ଭାଗ ହୋଇଯିବ ବୋଲି ନରସିଂହ କହିଥିଲେ। ଏବେ ବିଧାନସଭାରେ କୋଶଳୀ ଭାଷାରେ ତଥ୍ୟ ରଖିବାକୁ ଅନୁମତି ମାଗିବା ଘଟଣା ପୁଣି ବିବାଦୀୟ ହୋଇପଡିଛି।

ତେବେ ବିଧାନସଭାରେ ଏହି ଭାଷାର କ୍ଷୀପ୍ରଲେଖକ ନ ଥିବାରୁ ତାହା କହିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ବାଚସ୍ପତି ଜଣାଇଥିଲେ। କାରଣ ସେହି ଭାଷାରେ ଗୃହର ବିବରଣୀରେ ସ୍ଥାନ ନ ପାଇଲେ ତାହା କହିବାର କୌଣସି ମୂଲ୍ୟ ରହିବ ନାହିଁ। ପରବର୍ତ୍ତି ସମୟରେ ଏହା ଉପରେ ବିଚାର କରାଯିବ ବୋଲି ବାଚସ୍ପତି ଜଣାଇଥିଲେ।

କଂଗ୍ରେସ କୋଶଳ କୋଶଳୀ ଭାଷା ନରସିଂହ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026

ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

February 26, 2026
Latest News

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026

ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.