Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୋରା ଚାଲାଣ ବେଳେ ପୁଣି ଏକ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସଟିଏଫ, ଦୁଇଜଣ ଅଟକ
ଆଜିର ଖବର

ଚୋରା ଚାଲାଣ ବେଳେ ପୁଣି ଏକ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସଟିଏଫ, ଦୁଇଜଣ ଅଟକ

December 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Bajrakapta
ଚୋରା ଚାଲାଣ ବେଳେ ପୁଣି ଏକ ବଜ୍ରକାପ୍ତାକୁ ଉଦ୍ଧାର କଲା ଏସଟିଏଫ, ଦୁଇଜଣ ଅଟକ

ରାୟଗଡା: ଧିରେ ଧିରେ ରାଜ୍ୟରେ ବଜ୍ରକାପ୍ତ ଚୋରା ଚାଲଣ ବଢିବାରେ ଲାଗିଛି। ଏହା ବିଦେଶରେ ବହୁ ମୂଲ୍ୟରେ ବିକ୍ରି ହେଉଥିବାରୁ ଚୋରା ଚାଲଣକାରୀ ସକ୍ରିୟ ହୋଇପଡିଛନ୍ତି। ସେହିପରି ଆଜି ସକଳା ଏସଟିଏଫ ଏକ ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲଣ ବେଳେ ଜବତ କରିଛି। ଏହାକୁ ନେଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଏସଟିଏଫ ଅଟକ ରଖିବା ସହିତ ତାଙ୍କ ବିରୋଧରେ ମାମଲା ଋଜୁ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଏକ ବିଶେଷ ସୁତ୍ରରୁ ଖବର ପାଇ ଏସଟିଏଫ ରାୟଗଡା ଜିଲ୍ଲା ପଦମପୁର ଥାନା ନିକଟସ୍ଥ ଏନଏଚ 326 ରେ ଛକି ରହିଥିଲେ। ଏହି ସମୟରେ ଦୁଇଜଣଙ୍କ ଗତିବିଧିରେ ସନ୍ଦେହ ହେବାରୁ ସେମାନଙ୍କୁ ଯାଞ୍ଚ କରିଥିଲେ।

ଏହି ସମୟରେ ତାଙ୍କ ପାଖରୁ ଏକ ଜୀବନ୍ତ ବଜ୍ରକାପ୍ତ ମିଳିଥିଲା। ଏ ସଂପର୍କରେ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଏସଟିଏଫ ସେମାନଙ୍କୁ ସ୍ଥାନୀୟ ଥାନା ଜିମା ଦେଇଛନ୍ତି। ଏହି ଦୁଇଜଣ ହେଲେ ଗଜପତି ଜିଲ୍ଲାର 45 ବର୍ଷିୟ ସମଶାନ ରାଇତା ଏବଂ ଆଉ ଜଣେ 28 ବର୍ଷିୟ ରାୟଗଡାର ଆସମିନ ଶବର। ଏ ନେଇ ଅଧିକ ଅନୁସନ୍ଧାନ ଜାରୀ ରହିଛି।

bajrakapta ଜୀବନ୍ତ ବଜ୍ରକାପ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026
Latest News

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.