Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ଇଟାଲୀ ମଧ୍ୟରେ ଶିଳ୍ପ ସମ୍ପ୍ରତି ଅଧିକାର ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ
ଆଜିର ଖବର

ଭାରତ-ଇଟାଲୀ ମଧ୍ୟରେ ଶିଳ୍ପ ସମ୍ପ୍ରତି ଅଧିକାର ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

December 16, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କ୍ୟାବିନେଟ
ଭାରତର ରପ୍ତାନି ଇକୋସିଷ୍ଟମକୁ ସୁଦୃଢ଼ ​​କରିବା ପାଇଁ 25,060 କୋଟି ବ୍ୟୟବରାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ-ଇଟାଲୀ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଅନୁମୋଦିତ ହୋଇଛି। ଭାରତ ସାଧାରଣତନ୍ତ୍ରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ବିସ୍ତାର ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ଓ ଶିଳ୍ପ ସମ୍ପଦ ନିରାପତା ମହାନିର୍ଦ୍ଦେଶାଳ୍‌ୟ ଇଟାଲୀ ସାଧାରଣତନ୍ତ୍ର ମଧ୍ୟରେ ଏହି ଶିଳ୍ପ ସମ୍ପତି ଅଧିକାର ବିଷୟଗତ ସହଯୋଗ ବିଭାଗ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସୁବିଧା- ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ ଦୁଇ ଦେଶ ମଧ୍ୟରେ ବୌଦ୍ଧିକ ସମ୍ପଦା ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦୁଇ ଦେଶର ଅଂଶୀଦାରଙ୍କ ମଧ୍ୟରେ ସହଯୋଗତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଇବ।

ପୃଷ୍ଠଭୂମି: ଜାତୀୟ ଓ ଆନ୍ତର୍ଜାତିକ ଆଇପିଆର ପଦ୍ଧତିରେ ବିଶେଷକରି ଷ୍ଟାର୍ଟଅପ୍ ଓ ଏସ୍‌ଏମ୍‌ଇ କ୍ଷେତ୍ରରେ ଏହି ବୁଝାମଣାପତ୍ର ଯୋଗୁଁ ଉଦ୍ୟୋଗମାନେ ଅନେକ ସୁବିଧା ପାଇବେ। ଏହି ବୁଝାବଣାପତ୍ର ଯୋଗୁଁ   ଆଇପିଆର ଆବେଦନପତ୍ରଗୁଡିକର ପଦ୍ଧତି ଗତ ସରଳୀକରଣ ହେବ । ଏହାକୁ ଲାଗୁ କରିବାରେ ମଧ୍ୟ ସୁବିଧା ହେବ।

ଏହି ବୁଝାମଣାପତ୍ର ଯୋଗୁଁ ଏହା ସବୁଠାରୁ ଉନ୍ନତ ଚଳଣି ଓ ବିନିମୟ କ୍ଷେତ୍ରରେ ତଥ୍ୟ ଆଦାନପ୍ରଦାନ  ଅଂଶୀଦାରମାନଙ୍କ ମଧ୍ୟରେ ସହଜ ହେବ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ନରେନ୍ଦ୍ର ମୋଦୀ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ବୁଝାମଣାପତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ର ଆତଙ୍କ!: ଏପର୍ଯ୍ୟନ୍ତ ୧୭୭୭ ମାମଲା ଚିହ୍ନଟ

August 23, 2026

ରାସନ କାର୍ଡ ଧାରକଙ୍କୁ ମିଳୁଛି ଶସ୍ତା ଚିନି: ଜାଣନ୍ତୁ କେଉଁମାନଙ୍କ ପାଇଁ ପ୍ରଯୁଜ୍ୟ?

August 23, 2026

ଅଷ୍ଟ୍ରେଲିଆର ବିଜୟ ପରେ WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ: ଭାରତ ପାଇଁ ଖୁସି ଖବର

August 23, 2026
Latest News

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ର ଆତଙ୍କ!: ଏପର୍ଯ୍ୟନ୍ତ ୧୭୭୭ ମାମଲା ଚିହ୍ନଟ

August 23, 2026

ରାସନ କାର୍ଡ ଧାରକଙ୍କୁ ମିଳୁଛି ଶସ୍ତା ଚିନି: ଜାଣନ୍ତୁ କେଉଁମାନଙ୍କ ପାଇଁ ପ୍ରଯୁଜ୍ୟ?

August 23, 2026

ଅଷ୍ଟ୍ରେଲିଆର ବିଜୟ ପରେ WTC ପଏଣ୍ଟ ଟେବୁଲରେ ପରିବର୍ତ୍ତନ: ଭାରତ ପାଇଁ ଖୁସି ଖବର

August 23, 2026

୪୮ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିବ ‘ଜାତୀୟ ଶିକ୍ଷକ ପୁରସ୍କାର’: ସମ୍ମାନିତ କରିବେ ରାଷ୍ଟ୍ରପତି

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.