Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋପାଳପୁର ବେଳାଭୂମିରୁ ମୃତଦେହ ଉଦ୍ଧାର, ପରିଚୟ ମିଳିପାରି ନାହିଁ
ଆଜିର ଖବର

ଗୋପାଳପୁର ବେଳାଭୂମିରୁ ମୃତଦେହ ଉଦ୍ଧାର, ପରିଚୟ ମିଳିପାରି ନାହିଁ

December 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Gopalpur
ଗୋପାଳପୁର ବେଳାଭୂମିରୁ ମୃତଦେହ ଉଦ୍ଧାର, ପରିଚୟ ମିଳି ନାହିଁ

ବ୍ରହ୍ମପୁର( କୈଳାସ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ବେଳାଭୂମି ରେ ନିୟୋଜିତ ଲାଇଫ୍ ଗାର୍ଡ କର୍ମଚାରୀ ଙ୍କ ଦ୍ଵାରା ଭାସୁଥିବା ଅବସ୍ଥାରେ ଏକ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମ୍ରୁତ ବ୍ୟକ୍ତି ର ପରିଚୟ ମିଳିନାହିଁ।ତାର ବୟସ ପାଖାପାଖି ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବଡଡାକ୍ତରଖାନା ଶବ ସଂରକ୍ଷିତ ଗ୍ରୁହରେ ରଖିଛନ୍ତି ଓ ମ୍ରୁତ ଯୁବକ ର ପରିଚୟ ଖୋଜୁଥିବା ଜଣାପଡିଛି।

ଏତଦବ୍ୟତୀତ ବେଳାଭୂମି ନିକଟରୁ ଏକ ସାଇକେଲ ଓ ସାର୍ଟ ମିଳିଛି। ଗୋପାଳପୁର ପୋଲିସ ଏ ନେଇ ନଂ ୩୦/୨୦୨୩ ଅନୁଯାୟୀ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁଧ୍ୟାନ ଚଳାଇଛନ୍ତି।

gopalpur ଗୋପାଳପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026

ଆବୁଧାବିରେ ନିବେଶକ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ହେମନ୍ତ ଶର୍ମା

September 9, 2026

ସେପ୍ଟେମ୍ବର ୯ ତାରିଖ: କେମିତି ରହିବ ଆପଣଙ୍କର ଭାଗ୍ୟ, ପଢନ୍ତୁ ଆଜିର ରାଶିଫଳ

September 9, 2026
Latest News

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026

କିଟ୍ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ: ପୁଣି ‘ବ୍ଲୁ ଜର୍ସି’ରେ ଖେଳିବ ଭାରତୀୟ ହକି ଟିମ୍

September 9, 2026

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026

ଆବୁଧାବିରେ ନିବେଶକ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ହେମନ୍ତ ଶର୍ମା

September 9, 2026

ଡେଡିକେଟେଡ୍ ଫ୍ରେଟ୍ କରିଡର ହେଉଛି ଦ୍ରୁତଗତିରେ ବିକଶିତ ଭାରତର ଜୀବନରେଖା: ପ୍ରଧାନମନ୍ତ୍ରୀ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.