Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଅଯୋଧ୍ୟା ରାମ ମନ୍ଦିରରେ ଘଟିଲା ଏକ ଅଲୌକିକ ଘଟଣା, ଜାଣନ୍ତୁ କଣ
ଆଜିର ଖବର

ଆଜି ଅଯୋଧ୍ୟା ରାମ ମନ୍ଦିରରେ ଘଟିଲା ଏକ ଅଲୌକିକ ଘଟଣା, ଜାଣନ୍ତୁ କଣ

January 24, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାମ ମନ୍ଦିର
ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

Ayodhya Rammandir: ଆଜି ବଡି ଭୋରରୁ ଅଯୋଧ୍ୟା ରାମ ମନ୍ଦିରରେ ଘଟିଛି ଏକ ଅଲୌକିକ ଘଟଣା। ଯାହାକୁ ନେଇ ମନ୍ଦିର ପୂଜକ ଏବଂ ଭକ୍ତଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାହା ହେଲା ଆଜି ଭୋରରୁ ଏକ ମାଙ୍କଡ ମନ୍ଦିର ଭିତରେ ପ୍ରବେଶ କରିଥିଲା। ସେ ଗର୍ଭ ଗୃହକୁ ଯାଇ ସେଠାରୁ ଫେରିଥିଲା।

ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆଜି ଭୋର ପ୍ରାୟ ୫ ଟା ୫୦ ମିନିଟ ବେଳେ ଏକ ମାଙ୍କଡ଼ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରି ଗର୍ଭଗୃହ ଭିତରକୁ ପ୍ରବେଶ କଲା। ସେ ରାମଲାଲ ନିକଟରେ ପହଞ୍ଚିଲା। ବାହାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀମାନେ ଏହା ଦେଖି କଣ କରିବେ କିଛି ବୁଝିପାରି ନ ଥିଲେ। କାରଣ ସେମାନେ ମାଙ୍କଡ଼ ଆଡକୁ ଦୈଡ଼ିଗଲେ ମାଙ୍କଡ଼ଟି ରାମଲାଲା ମୂର୍ତ୍ତିକୁ ତଳେ ପକାଇ ଦେଇପାରେ।

କିନ୍ତୁ ପୋଲିସ ମାଙ୍କଡ ଆଡକୁ ଯିବା ମାତ୍ରେ ମାଙ୍କଡ଼ ଶାନ୍ତ ଭାବରେ ଉତ୍ତର ଦ୍ବାର ଆଡକୁ ଦୈଡି ପଳାଇଥିଲା। ଫାଟକ ବନ୍ଦ ଥିବାରୁ ସେ ପୂର୍ବ ଦିଗକୁ ଯାଇ ବାହାରି ଯାଇଥିଲା। ତେବେ ସେ ଭକ୍ତଙ୍କର କୌଣସି ଅସୁବିଧା ନ କରି ପୂର୍ବ ଫାଟକ ଦେଇ ବାହାରକୁ ଚାଲିଯାଇଥିଲା।

ଏହାକୁ ନେଇ ସୁରକ୍ଷା କର୍ମୀ କହିଛନ୍ତି ଯେ ଆମକୁ ଲାଗିଲା ସତେ ଯେପରି ହନୁମାନ ଜୀ ନିଜେ ରାମଲାଲାଙ୍କୁ ଦେଖିବାକୁ ଆସିଛନ୍ତି।

 

 

ayodhya rammandir ଅଯୋଧ୍ୟା ରାମ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026
Latest News

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.