ଆଜି ହେବ ସମସ୍ୟାର ସମାଧାନ, ୧ ଟାରେ ଆସିବ ସପା-କଂଗ୍ରେସ ସିଟ୍ ବଣ୍ଟନ ସୂତ୍ର!

Published: Feb 19, 2024, 11:32 am IST

ନୂଆଦିଲ୍ଲୀ: ଆଜି ଇଣ୍ଡି ମେଣ୍ଟକୁ ନେଇ ଏକ ବଡ ଖବର ଆସିଛି। ଉତ୍ତର ପ୍ରଦେଶରେ ଦୀର୍ଘ ଦିନ ଚାଲିଥିବା ସମାଜବାଦୀ ପାର୍ଟି ଆଉ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଫର୍ମୁଲା ଘୋଷଣା ହୋଇପାରେ।

ସୂଚନା ଅନୁଯାୟୀ କଂଗ୍ରେସ ଏବଂ ଏସପି ମେଣ୍ଟ ମଧ୍ୟରେ ସିଟ୍ ଫର୍ମୁଲା ଆଜି ସ୍ଥିର ହୋଇପାରେ। ପ୍ରାୟ ୧ ଟା ସମୟରେ ଏହା ପ୍ରକାଶ ପାଇବ। ଆସନ ସ୍ଥିର ହେବା ପରେ ଆସନ୍ତାକାଲି ରାଏବରେଲିରେ ରାହୁଲଙ୍କ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ କରିବେ।

Related posts