Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସିକନ୍ଦର ଆଲମ ଫାଉଣ୍ଡେସନ’ ତରଫରୁ ଭୁବନେଶ୍ଵରରେ “ଶାମ-ଏ-ଗଜଲ” କାର୍ଯ୍ୟକ୍ରମ: ଯୋଗଦେଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ
ଆଜିର ଖବର

‘ସିକନ୍ଦର ଆଲମ ଫାଉଣ୍ଡେସନ’ ତରଫରୁ ଭୁବନେଶ୍ଵରରେ “ଶାମ-ଏ-ଗଜଲ” କାର୍ଯ୍ୟକ୍ରମ: ଯୋଗଦେଲେ ପ୍ରସିଦ୍ଧ କଣ୍ଠଶିଳ୍ପୀ

February 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଫେବୃୟାରୀ ୨୧ ତାରିଖ ବୁଧବାର ସନ୍ଧ୍ୟାରେ ଭୁବନେଶ୍ଵରର କଟକ ରୋଡ ସ୍ଥିତ କୃପାଳୁ କୁଞ୍ଜ ଅଡିଟୋରିୟମରେ ସିକନ୍ଦର ଆଲମ ଫାଉଣ୍ଡେସନ ତରଫରୁ ଓଡିଶା ଉର୍ଦ୍ଦୁ ଏକାଡେମିର ସହଯୋଗରେ ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ “ଶାମ-ଏ-ଗଜଲ” ଅନୁଷ୍ଠିତ ହେଇଯାଇଛି। ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଓଲିଉଡ ଜଗତର ଜଣାଶୁଣା ପ୍ରଚ୍ଛଦପଟ ଗାୟକ ଦେବାଶିଷ ମହାପାତ୍ର, ଓଲିଉଡର ପ୍ରସିଦ୍ଧ ତଥା ଜଣା ଶୁଣା ଅଭିନେତ୍ରୀ ଉଷଶୀ ମିଶ୍ର ଏବଂ ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ଜେନେରାଲ କାଉନସିଲ ସଦସ୍ୟ ସୟେଦ ମୁଜ୍ଜିବୁର ରେହମାନ ମୈକାଶ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ପରେ ପରେ ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଯଥା ଡଃ. ନାଜିଆ ଆଲମ୍, ଦେବାଶିଷ ମହାପାତ୍ର, ବିଶ୍ଵରଞ୍ଜନ ମହାନ୍ତି, ସ୍ଵପ୍ନାପ୍ରିୟା, ରଶ୍ମିତା, କୁମାର ଦେବାନନ୍ଦ, ଶିବ ପଟ୍ଟନାୟକ, ୟଶ ମହାନ୍ତି ଆଦି ବହୁ ପ୍ରତିଷ୍ଠିତ କଣ୍ଠ ଶିଳ୍ପୀ ସୁନ୍ଦର ସୁନ୍ଦର ହିନ୍ଦୀ ଗଜଲ ସବୁକୁ ଅତି ଚମତ୍କାର ଭାବେ ପରିବେଷଣ କରି ଶ୍ରୋତାମାନଙ୍କୁ ଝୁମେଇଥିଲେ। ଏବଂ ଶେଷରେ ଓଡିଆ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଅଭିନେତ୍ରୀ ସୋଫିଆ ଆଲମ କଣ୍ଠ ଶିଳ୍ପୀ ମାନଙ୍କୁ ସୁନ୍ଦର ପରିବେଷଣ ପାଇଁ ଅଭିନନ୍ଦନ ଜଣାଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.