Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ଦାବୀ ନେଇ ଯୁବ ନେତା ଆଲେକ୍ସଙ୍କ ନେତୃତ୍ବରେ କୋରେଇ ଏଡିଏମ୍ ଅଫିସ୍ ଘେରାଉ କଲା ବିଜେପି
ଆଜିର ଖବର

ବିଭିନ୍ନ ଦାବୀ ନେଇ ଯୁବ ନେତା ଆଲେକ୍ସଙ୍କ ନେତୃତ୍ବରେ କୋରେଇ ଏଡିଏମ୍ ଅଫିସ୍ ଘେରାଉ କଲା ବିଜେପି

February 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଭିନ୍ନ ଦାବୀ ନେଇ ଯୁବ ନେତା ଆଲେକ୍ସଙ୍କ ନେତୃତ୍ବରେ କୋରେଇ ଏଡିଏମ୍ ଅଫିସ୍ ଘେରାଉ କଲା ବିଜେପି

ଯାଜପୁର: କୋରେଇର ବିଭିନ୍ନ ସମସ୍ୟା ନେଇ ଆଜି ଏଡିଏମ୍ ଅଫିସ୍ ଘେରାଉ କରିଛି ବିଜେପି। ଗତ ଡ଼ିସେମ୍ବର ମାସରେ ବିଜେପି ଯୁବନେତା ଇଂ ଆଲେକଜାଣ୍ଡାର ଦାସ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଜନ ଜାଗରଣ ଯାତ୍ରା। ଏହି ଯାତ୍ରାରେ ଆଲେକ୍ସ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଗାଁ ଗାଁ କୁ ଯାଇ ଲୋକ ମାନଙ୍କ ସହ ରହି, ଖାଇ, ଗାଁ ଗୁଡିକରେ ରାତ୍ରିଯାପନ ମଧ୍ୟ କରିଥିଲେ।

ଏହି ଦିନ ମାନଙ୍କରେ ସେ ହୃଦୟଙ୍ଗମ କରିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ସେ ଆଜି ୫୦୦୦ ରୁ ଉର୍ଦ୍ଧ୍ବ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହ ମିଶି କଳିଙ୍ଗନଗର ADM ଅଫିସ୍ ଘେରାଉ କରିଥିଲେ ଏବଂ ନିଜର ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋଜ କୁମାର ଦାସ, ନିତ୍ୟାନନ୍ଦ ମହାଳିକ, ପ୍ରମୋଦ ସାହୁ, ଶତ୍ରୁଘ୍ନ ସାହୁ, ବଳରାମ ମହାନ୍ତି, ନୀଳମଣି ବେହେରା, ମଦନ ମୋହନ ପଲେଇ, ସୁଶାନ୍ତ ସାହୁ, ଧନଞ୍ଜୟ ସାହୁ, ମନୋଜ ମଲ୍ଲିକ, ସୁବଳ ସ୍ୱାଇଁ, ଆଲୋକ କର, ରଞ୍ଜନ ମଲ୍ଲିକ, ପ୍ରମୋଦ ପଡ଼ିଦା, ସୌଭାଗ୍ୟ ରାଉତ, ଅନନ୍ତ ଚରଣ ରଣା, ମହେଶ୍ୱର ବେହେରା, ଦିବ୍ୟଦର୍ଶନ ସାହୁ, ରାଜେନ୍ଦ୍ର କୁମାର ଦାସ, କାଶୀନାଥ ପୃଷ୍ଟି, ସନ୍ତୋଷ ଖୁଣ୍ଟିଆ, ତପନ କୁମାର ମଲ୍ଲିକ, ଦୁର୍ଯ୍ୟୋଧନ ରଣା, ପ୍ରମିଳା ସାହୁ, ସଞ୍ଜୟ ସାହୁ, ପ୍ରମୋଦ କୁମାର ସାହୁ, ସୌମ୍ୟରଞ୍ଜନ ପଲେଇ, ଅନିଲ କୁମାର ସାହୁ, ମମତା ମଲ୍ଲିକ, ବାସନ୍ତୀ ମଲ୍ଲିକ ଆଦି ୫୦୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

Election2024 କୋରାଇ କୋରେଇ ନିର୍ବାଚନ2024 ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026
Latest News

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.