Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭା ନିର୍ବାଚନ: ବିଜେପିର ଚତୁର୍ଥ ତାଲିକା ଜାରି, ଦେଖନ୍ତୁ କେଉଁ ପ୍ରାର୍ଥୀଙ୍କୁ କେଉଁଠାରୁ ମିଳିଲା ଟିକେଟ
ଆଜିର ଖବର

ଲୋକସଭା ନିର୍ବାଚନ: ବିଜେପିର ଚତୁର୍ଥ ତାଲିକା ଜାରି, ଦେଖନ୍ତୁ କେଉଁ ପ୍ରାର୍ଥୀଙ୍କୁ କେଉଁଠାରୁ ମିଳିଲା ଟିକେଟ

March 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେପି
ନିର୍ବାଚନ ହେବାକୁ ଥିବା ୫ ଟି ରାଜ୍ୟରେ ବିଜେପି ର ବିଧାୟକ ସଂଖ୍ୟା କେତେ?: ଜାଣନ୍ତୁ ସ୍ଥିତି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚତୁର୍ଥ ତାଲିକା ପ୍ରକାଶ କରିଛି। ଚତୁର୍ଥ ତାଲିକାରେ ପୁଡୁଚେରୀ ଏବଂ ତାମିଲନାଡୁର ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ପ୍ରକାଶ ଯେ, ୭ ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୧୯ ଏପ୍ରିଲରେ ହେବ। ତାମିଲନାଡୁ ଏବଂ ପୁଡୁଚେରୀରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍ କେବଳ ଏପ୍ରିଲ୍ ୧୯ ତାରିଖରେ ହେବ।

ତେବେ ଭାରତୀୟ ଜନତା ପାର୍ଟି ଆଜି ଚତୁର୍ଥ ପ୍ରାର୍ଥୀ ତାଲିକାରେ ପୁଡୁଚେରିର ଗୋଟିଏ ଏବଂ ତାମିଲନାଡୁର ୧୪ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରଛି।

Image

ବିଜେପିର ଚତୁର୍ଥ ତାଲିକାରେ ତାମିଲନାଡୁର ୧୪ ଜଣ ପ୍ରାର୍ଥୀଙ୍କ ନାମ ଅଛି। ଏହାପୂର୍ବରୁ ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାମ ଥିବା ବିଜେପି ତୃତୀୟ ତାଲିକା ପ୍ରକାଶ କରିଥିଲା। ତୃତୀୟ ତାଲିକାରେ ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କୁ କୋଏମ୍ବାଟୁର ଲୋକସଭା ଆସନରୁ ଟିକେଟ ଦିଆଯାଇଥିଲା। ତୃତୀୟ ତାଲିକାରେ ଦ୍ୱିତୀୟ ବୃହତ୍ତମ ନାମ ଥିଲା ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ। ଚେନ୍ନାଇ ସାଉଥରୁ ବିଜେପି ତାଙ୍କୁ ଟିକେଟ ଦେଇଛି। ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ତାମିଲିସାଇ ସୁନ୍ଦରରାଜନ୍ ବିଜେପିରେ ଯୋଗ ଦେଇଥିଲେ।

ତାମିଲନାଡୁରେ ମୋଟ ୩୯ ଟି ଲୋକସଭା ଆସନ ଅଛି। ବିଜେପି ଏଠାରେ ପିଏମକେ ସହ ମେଣ୍ଟ ଗଠନ କରିଛି। ୩୯ ଟି ସିଟ୍ ମଧ୍ୟରୁ ୧୦ ଟିରେ ପିଏମକେ ନିର୍ବାଚନ ଲଢିବ। ଯେଉଁଠାରେ ବାକି ଆସନ ଉପରେ ବିଜେପି ପ୍ରାର୍ଥୀ ଦେବ।

BJP election election 2024 Lok Sabha Election LOK SABHA ELECTION 2024
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.