Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ମତଦାନ, ଜାଣନ୍ତୁ ଅନ୍ୟ ରାଜ୍ୟଗୁଡିକର ସ୍ଥିତି
ଆଜିର ଖବର

ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ମତଦାନ, ଜାଣନ୍ତୁ ଅନ୍ୟ ରାଜ୍ୟଗୁଡିକର ସ୍ଥିତି

April 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜିଠାରୁ 2024 ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। 21 ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 102 ଟି ଆସନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଅପରାହ୍ନ 1 ଟା ପର୍ଯ୍ୟନ୍ତ ତ୍ରିପୁରାରେ ଅପରାହ୍ନ 1 ଯାଏଁ ସର୍ବାଧିକ 53.04% ଭୋଟ ପଡିଛି। ସେହିଭଳି ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ମତଦାନ ଜାରି ରହିଛି। ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟର ସ୍ଥିତି……

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ 35.70%, ଅରୁଣାଚଳ ପ୍ରଦେଶରେ 35.65%, ଆସାମରେ 45.12%, ବିହାରରେ 32.41%, ଛତିଶଗଡରେ 42.57%, ଜମ୍ମୁ କାଶ୍ମୀରରେ 43.11%, ଲକ୍ଷ୍ମୀଦୀପରେ 29.91% , ମଧ୍ୟପ୍ରଦେଶରେ 44.43%, ମହାରାଷ୍ଟ୍ରରେ 32.36%, ମଣିପୁରରେ 46.92%, ମେଘାଳୟରେ 48.91%, ମିଜୋରାମରେ 37.03%, ନାଗାଲାଣ୍ଡରେ 39.33%, ପୁଡୁଚେରୀରେ 44.95%, ରାଜସ୍ଥାନରେ 33.73%, ସିକ୍କିମରେ 36.82% ତାମିଲନାଡୁରେ 39.51%, ଉତ୍ତରପ୍ରଦେଶରେ 36.96%, ଉତ୍ତରାଖଣ୍ଡରେ 37.33% ଏବଂ ପଶ୍ଚିମବଙ୍ଗରେ 50.96% ମତଦାନ ହୋଇଛି।

election 2024 first phase Lok Sabha Election tripura voting
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାଉଦି ଆରବକୁ ବିମାନସେବା ସ୍ଥଗିତ

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026
Latest News

ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାଉଦି ଆରବକୁ ବିମାନସେବା ସ୍ଥଗିତ

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.