Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ତ୍ତମାନ କେଉଁ ଦଳର କେତେ ଆସନ ଘୋଷଣା ହେବାକୁ ଅଛି ବାକି, କାହିଁକି ହେଉଛି ଡେରି
ଆଜିର ଖବର

ବର୍ତ୍ତମାନ କେଉଁ ଦଳର କେତେ ଆସନ ଘୋଷଣା ହେବାକୁ ଅଛି ବାକି, କାହିଁକି ହେଉଛି ଡେରି

April 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବର୍ତ୍ତମାନ କେଉଁ ଦଳର କେତେ ଆସନ ଘୋଷଣା ହେବାକୁ ବାକି ଅଛି, କାହିଁକି ଡେରି ହେଉଛି

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରମୁଖ ତିନି ଦଳ ସେମାନଙ୍କର ସଂପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିପାରି ନାହାଁନ୍ତି। ତେବେ ମୁଖ୍ୟ ବିଜେଡି ଓ ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଏ ପର୍ଯ୍ୟନ୍ତ ଦୁଇଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇପାରି ନାହିଁ। ସେହି ଦୁଇଟି ଆସନ ହେଲା କଟକ ଓ ମୟୁରଭଂଜ।

ତେବେ ବିଧାନସଭା ଆସନରେ କୌଣସି ଦଳ ସଂପୂର୍ଣ୍ଣ ପ୍ରାର୍ଥୀ ଦେଇପାରି ନାହାଁନ୍ତି। ହିସାବ ଅନୁସାରେ ତିନି ଦଳର ଯେଉଁ ଆସନ ସଂଖ୍ୟା ବାକି ରହିଛି ତାହା ହେଲା

ବିଜେଡି-12

ବିଜେପି- 16

କଂଗ୍ରେସ- 09

ତେବେ ମୁଖ୍ୟ ବିଜେଡି ଓ ବିଜେପି ପାଇଁ ଦୁଇଟି ଆସନରେ ବିବାଦ ତୀବ୍ର ହୋଇଛି। ସେହିଦୁଇଟି ଆସନ ହେଲା ଖୋର୍ଦ୍ଧା ଏବଂ ବେଗୁନିଆ। ଏହି ଦୁଇ ଆସନ ମଧ୍ୟରୁ ପ୍ରଶାନ୍ତ ଜଗଦ୍ଦେବ କୌଣସି ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ସେଥିପାଇଁ ଛକାଛକି ହୋଇ କୌଣସି ଦଳ ପ୍ରାର୍ଥୀ ଦେଇ ନ ଥିଲେ। ଏବେ କେବଳ କଂଗ୍ରେସ ଖୋର୍ଦ୍ଧା ପାଇଁ ସୋନାଲି ସାହୁ ଏବଂ ବେଗୁନିଆ ପାଇଁ ପୃଥୀବଲ୍ଲଭ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି।

odishaelection2024 ଓଡିଶା ନିର୍ବାଚନ 2024 ପ୍ରାର୍ଥୀ ଘୋଷଣା ବାକି
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ” କର୍ମଶାଳା

July 30, 2026

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

July 30, 2026
Latest News

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ “କୃତ୍ରିମ ବୁଦ୍ଧିମତା ଉପରେ ଦକ୍ଷତା ବିକାଶ” କର୍ମଶାଳା

July 30, 2026

ଶ୍ରୀଲଙ୍କା ସିରିଜ ପୂର୍ବରୁ ଇଶାନ କିଷାନ ଅଧିନାୟକ ନିଯୁକ୍ତ: ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ବଡ଼ ଦାୟିତ୍ଵ

July 30, 2026

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

July 30, 2026

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନ୍ତର୍ଜାତୀୟ ବାଘ ଦିବସ କାର୍ଯ୍ୟକ୍ରମ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.