Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ ଘୋଷଣା କଲା ଦୁଇ ଲୋକସଭା ସହିତ ୮ ବିଧାନସଭା ପ୍ରାର୍ଥୀ, କଟକରୁ ସୋଫିଆ
ଆଜିର ଖବର

କଂଗ୍ରେସ ଘୋଷଣା କଲା ଦୁଇ ଲୋକସଭା ସହିତ ୮ ବିଧାନସଭା ପ୍ରାର୍ଥୀ, କଟକରୁ ସୋଫିଆ

April 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୋଫିଆ ଫିରୋଦାସ
ରାଜ୍ୟ ସଭା ନିର୍ବାଚନ: ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଲେ କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସ

ଭୁବନେଶ୍ବର: ଆଜି କଂଗ୍ରେସ ଦୁଇ ଲୋକସଭା ଆସନ ସହିତ ୮ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି। ଯେଉଁମାନଙ୍କୁ ପ୍ରାର୍ଥୀ ଘୋଷଣା ହେଲା ସେମାନେ ହେଲ

ଲୋକସଭା

ସମ୍ବଲପୁର- ନଗେନ୍ଦ୍ର ପ୍ରଧାନ, ( ପ୍ରାର୍ଥୀ ବଦଳାଗଲା, ପୂର୍ବରୁ ଦୁଲାଲ ପ୍ରଧାନ ନାମ ଥିଲା )

କଟକ- ସୁରେଶ ମହାପାତ୍ର

ବିଧାନସଭା

କଟକ ବାରବାଟୀ- ସୋଫିଆ ଫର୍ଦ୍ଦୋସ

ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ

ବାଲେଶ୍ୱରରୁ ମୋନାଲିସା ଲେଙ୍କା

ବଡଚଣାରୁ ଅଜୟ ସାମଲ

ପାଲଲହଡା- ଫକୀର ସାମଲ

ଜଗତସିଂହପୁର- ପ୍ରତିମା ମଲ୍ଲିକ

ତେବେ କଂଗ୍ରେସ ଦୁଇଟି ବିଧାନସଭାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି

ଖଣ୍ଡପଡା- ବୈଜୟନ୍ତି ମହାନ୍ତି ( ପୂର୍ବରୁ ମନୋଜ ପ୍ରଧାନଙ୍କ ନାମ ଘୋଷଣା ହୋଇଥିଲା)

ବାରିପଦା- ପ୍ରମୋଦ କୁମାର ହେମ୍ବ୍ରମ ( ପୂର୍ବରୁ ବାଦଲ ହେମ୍ବ୍ରମଙ୍କ ନାମ ଘୋଷଣା ହୋଇଥିଲା)

 

odishaelection2024 Sofia Firdous ଓଡିଶାନିର୍ବାଚନ2024 କଂଗ୍ରେସ ପ୍ରାର୍ଥୀ ତାଲିକା ସୋଫିଆ ଫିର୍ଦ୍ଦୋସ
Share. Facebook Twitter LinkedIn Email WhatsApp Copy Link

Related Posts

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.