Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତମ ପର୍ଯ୍ୟାୟରେ 08 ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 904 ପ୍ରାର୍ଥୀ ଲଢ଼ିବେ ନିର୍ବାଚନ
ଆଜିର ଖବର

ସପ୍ତମ ପର୍ଯ୍ୟାୟରେ 08 ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 904 ପ୍ରାର୍ଥୀ ଲଢ଼ିବେ ନିର୍ବାଚନ

May 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ 2024 ର ସପ୍ତମ ପର୍ଯ୍ୟାୟରେ 08 ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ 904 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । 01 ଜୁନ୍ 2024 ରେ ନିର୍ବାଚନ ହେବାକୁ ଯାଉଛି। ଲୋକସଭା ନିର୍ବାଚନ 2024ର ସପ୍ତମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ 08 ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ପାଇଁ ମୋଟ୍ 2105 ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ସମସ୍ତ 08 ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପର୍ଯ୍ୟାୟ 7 ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ 14 ମେ 2024 ରହିଥିଲା। ଦାଖଲ କରାଯାଇଥିବା ସମସ୍ତ ନାମାଙ୍କନର ଯାଞ୍ଚ ପରେ 954 ନାମାଙ୍କନ ବୈଧ ବିବେଚିତ ହୋଇଛି।

ପର୍ଯ୍ୟାୟ 7 ରେ ପଞ୍ଜାବରେ 13 ସଂସଦୀୟ ନିର୍ବାଚନ କ୍ଷେତ୍ରରୁ ସର୍ବାଧିକ 598 ନାମାଙ୍କନ ଫର୍ମ ରହିଥିଲା, ଏହାପରେ ଉତ୍ତର ପ୍ରଦେଶରେ 13 ନିର୍ବାଚନ କ୍ଷେତ୍ରରୁ 495 ନାମାଙ୍କନ ରହିଥିଲା। ବିହାରର 36 ଜାହାନାବାଦ ନିର୍ବାଚନ କ୍ଷେତ୍ରରୁ ସର୍ବାଧିକ 73 ନାମାଙ୍କନ ପତ୍ର ମିଳିଛି, ଏହାପରେ ପଞ୍ଜାବର 7- ଲୁଧିୟାନା ସଂସଦୀୟ କ୍ଷେତରୁ 70 ନାମାଙ୍କନ ପତ୍ର ପ୍ରାପ୍ତ ହୋଇଛି। 7ମ ପର୍ଯ୍ୟାୟ ପାଇଁ ଏକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ହାରାହାରି ସଂଖ୍ୟା 16 ଅଟେ।

eci election 2024 Lok Sabha Election
Share. Facebook Twitter LinkedIn Email WhatsApp Copy Link

Related Posts

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ରଥଯାତ୍ରାରେ ପ୍ରବଳ ଭିଡ, ଠେଲାପେଲାରେ ଜଣେ ମୃତ, ଶତାଧିକ ଅସୁସ୍ଥ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.