Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବସର ନେଲେ ବିଶ୍ବଭୂଷଣ ହରିଚନ୍ଦନ, ଦଶଟି ରାଜ୍ୟରେ ନୂଆ ରାଜ୍ୟପାଳ
ଆଜିର ଖବର

ଅବସର ନେଲେ ବିଶ୍ବଭୂଷଣ ହରିଚନ୍ଦନ, ଦଶଟି ରାଜ୍ୟରେ ନୂଆ ରାଜ୍ୟପାଳ

July 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅବସର ନେଲେ ବିଶ୍ବଭୂଷଣ ହରିଚନ୍ଦିନ, ଦଶଟି ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶେଷରେ ତାଙ୍କ ପଦବୀରୁ ଅବ୍ୟାହିତ ଦିଆଯାଇଛି। ସେଠାରେ ନୂଆ ରାଜ୍ୟପାଳ ଭାବେ କେନ୍ଦ୍ର ସରକାର ରମନ ଡେକ୍କାଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସେହି ଅନୁସାରେ ବିଶ୍ବଭୂଷଣଙ୍କ ସହିତ ଚାରି ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଅବସର ଦେଇଛନ୍ତି। ସେମାନେ ହେଲେ ମହାରାଷ୍ଟ୍ରର ରମେଶ ବୈସ୍, ରାଜସ୍ଥାନର କଲରାଜ ମିଶ୍ର, ଛତିଶଗଡର ବିଶ୍ୱଭୂଷଣ ହରିଚନ୍ଦନ ଏବଂ ମଣିପୁରର ଅନୁସୁୟା ଉଇକେ ଅନ୍ତର୍ଭୁକ୍ତ।

ଯେଉଁମାନଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଗଲା ସେମାନେ ହେଲେ

1-ଓମ୍ ମାଥୁର- ସିକ୍କିମର ରାଜ୍ୟପାଳ

2- ସାନ୍ତୋଶ ଗାଙ୍ଗୱାର- ଝାଡଖଣ୍ଡର ରାଜ୍ୟପାଳ

3- କେ.କୈଳାସନାଥନ- ପୁଡୁଚେରୀର ଉପରାଜ୍ୟପାଳ

4- ରମଣ ଡେକ୍କା- ଛତିଶଗଡ ରାଜ୍ୟପାଳ

5-ସି ପି ରାଧାକୃଷ୍ଣନ- ମହାରାଷ୍ଟ୍ର ରାଜ୍ୟପାଳ

6- ଏଚ କେ ବାଗଡେ- ରାଜସ୍ଥାନ ରାଜ୍ୟପାଳ

7-ଜିଷ୍ଣୁ ଦେବ ବର୍ମା- ତେଲଙ୍ଗାନା ରାଜ୍ୟପାଳ

8- ସି ଏଚ ବିଜୟଶଙ୍କର- ମେଘାଳୟ ରାଜ୍ୟପାଳ

9-ଲକ୍ଷଣ ପ୍ରସାଦ ଆଚାର୍ଯ୍ୟ- ଆସାମ ରାଜ୍ୟପାଳ

10- ଗୁଲାବ ଚାନ୍ଦ କାଟରିୟା- ପଂଜାବ ରାଜ୍ୟପାଳ

Biswabhusan Harichandan ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.