Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକ୍ରମଣ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ 
ଆଜିର ଖବର

ଆକ୍ରମଣ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ 

September 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନଳୀହାଡ ଗ୍ରାମର ପିଣ୍ଟୁ ସ୍ବାଇଁ ଓ ପୁତୁରା ନାରାୟଣ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାକୁ ନେଇ ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଜି ଆପନ୍ନା କେ ବରାଡୁ ପାତ୍ର ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ୩ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୨୦୧୮ ମସିହାରେ ଜି ଆପନ୍ନା ପିଣ୍ଟୁ ସ୍ବାଇଁ ଠାରୁ ନଗଦ ୬ ଲକ୍ଷ ଟଙ୍କା କରଜ ନେଇଥିଲେ ଓ ଶୀଘ୍ର ଫେରାଇବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡି ଚାଲିବାକୁ ଲାଗିଲା, ଆପନ୍ନା ଧାର ଟଙ୍କା ନ ଫେରାଇବାରୁ ପିଣ୍ଟୁ ଓ ନାରାୟଣ ତାକୁ ସାକ୍ଷାତ କରି ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିଥିଲେ ଓ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ଦାଦା ଓ ପୁତୁରା ନିଜ ଗ୍ରାମ ନଳୀହାଡ ଫେରୁଥିବା ବେଳେ ଆପନ୍ନା ଓ ତା’ର ବନ୍ଧୁ ବୋରାଡୁ ମିଶି ସହର ଉପକଣ୍ଠ ଫାଷ୍ଟ ଗେଟ୍ ନିକଟରେ ପିଣ୍ଟୁ ଓ ତା’ର ପୁତୁରାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ଦ୍ଵୟ ସେଠାରୁ ଯାଇ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆକ୍ରମଣ ଅଭିଯୁକ୍ତ କାରାଦଣ୍ଡ ବ୍ରହ୍ମପୁର ସଦର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କଲେ ଖୋର୍ଦ୍ଧା ଜିଲ୍ଲାପାଳ

December 29, 2025

ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ରେଳବାଇ

December 29, 2025

ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 

December 29, 2025

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ  

December 29, 2025
Latest News

ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥଳ ବଟଦ୍ରବ ଥାନ ପୁନର୍ବିକାଶ ପ୍ରକଳ୍ପ ଉଦଘାଟନ କଲେ ଗୃହମନ୍ତ୍ରୀ

December 29, 2025

ଲମ୍ବା ଦୂରଗାମୀ ଗାଇଡେଡ୍‌ ରକେଟ ପିନାକର ପ୍ରଥମ ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ

December 29, 2025

କେନ୍ଦ୍ର ପଞ୍ଚାୟତିରାଜ ବିଭାଗ 2025: କରିଛି କେତେ, ରଖିଛି କେତେ, ଛାଡିଛି କେତେ

December 29, 2025

ଭୁବନେଶ୍ୱର ବ୍ଲକରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କଲେ ଖୋର୍ଦ୍ଧା ଜିଲ୍ଲାପାଳ

December 29, 2025

ନୂଆବର୍ଷକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ରେଳବାଇ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.