
ଭୁବନେଶ୍ବର: ଆସନ୍ତାକାଲି ସୋମବାର ଦିନ ଓଡିଶାର ସବୁଠାରୁ ଧୂମଧାମରେ ଭସାଣୀ ଉତ୍ସବ ହେଉଥିବା କଟକର ଟ୍ରାଫିକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା
ତେବେ ଏହି ନିୟମ ଯେଉଁମାନେ ପାଳନ ନ କରିବେ ସେମାନଙ୍କୁ ପାଞ୍ଚ ଶହ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଜରିମାନ ଦେବାକୁ ପଡିବ।