Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରସିବି ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ପର୍ଯ୍ୟନ୍ତ, ନିଲାମ ପରେ କିପରି ଦେଖାଯାଉଛି ସମସ୍ତ 10 ଟି ଟିମ୍, ଜାଣନ୍ତୁ
ଆଜିର ଖବର

ଆରସିବି ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ପର୍ଯ୍ୟନ୍ତ, ନିଲାମ ପରେ କିପରି ଦେଖାଯାଉଛି ସମସ୍ତ 10 ଟି ଟିମ୍, ଜାଣନ୍ତୁ

November 26, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: 2025 ଆଇପିଏଲ୍ ମେଗା ନିଲାମରେ ମୋଟ 577 ଖେଳାଳିଙ୍କୁ ବିଡ୍ କରାଯାଇଥିଲା, ସେଥିମଧ୍ୟରୁ କେବଳ 182 ଖେଳାଳି ବିକ୍ରି ହୋଇଥିଲେ। ସମସ୍ତ 10 ଟି ଦଳ ମିଳିତ ଭାବେ ନିଲାମରେ 639.15 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ଏକମାତ୍ର ଦଳ ଯିଏକି ସମସ୍ତ 25 ଟି ସ୍ଲଟ୍ ପୂରଣ କରିଛନ୍ତି। ଋଷଭ ପନ୍ତ ଲିଗର ସବୁଠାରୁ ଦାମୀ ଖେଳାଳି ହୋଇଥିଲେ, ଯାହାଙ୍କ ଉପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) 27 କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସେହିଭଳି ଶ୍ରେୟସ୍ ଆୟରଙ୍କୁ ପଞ୍ଜାବ କିଙ୍ଗ୍ସ 26.75 କୋଟିରେ କିଣିଛି। ମେଗା ନିଲାମର ଉଭୟ ଦିନ ପରେ ସମସ୍ତ 10 ଟିମର ସ୍କ୍ବାଡ୍ କିପରି ଦେଖାଯାଏ, ଆସନ୍ତୁ ଜାଣିବା….

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB):

ଜୋସ୍ ହେଜଲଉଡ୍ (12.50 କୋଟି ଟଙ୍କା), ଫିଲ୍ ସାଲ୍ଟ (11.50 କୋଟି), ଜିତେଶ ଶର୍ମା (11 କୋଟି ଟଙ୍କା), ଲିଆମ୍ ଲିଭିଙ୍ଗଷ୍ଟୋନ୍ (8.75 କୋଟି ଟଙ୍କା), ରସିଖ ସଲାମ (6 କୋଟି ଟଙ୍କା), ସୁୟଶ ଶର୍ମା (2.60 କୋଟି ଟଙ୍କା), ଭୂବନେଶ୍ୱର କୁମାର (10.75 କୋଟି ଟଙ୍କା), କୃଣାଲ ପାଣ୍ଡ୍ୟା (5.75 କୋଟି ଟଙ୍କା), ଟିମ ଡେଭିଡ (3 କୋଟି), ଜାକବ ବେଥେଲ (2.60 କୋଟି), ନୁୱାନ୍ ତୁଶାରା (1.60 କୋଟି ଟଙ୍କା), ରୋମାରିଓ ଶେଫର୍ଡ (1.50 କୋଟି ଟଙ୍କା), ସ୍ଵପ୍ନୀଲ ସିଂ (50 ଲକ୍ଷ ଟଙ୍କା), ମନୋଜ ଭାଣ୍ଡଗେ (30 ଲକ୍ଷ ଟଙ୍କା), ଦେବଦତ୍ତ ପାଡିକଲ (2 କୋଟି ଟଙ୍କା), ଲୁଙ୍ଗି ଏନଗିଡି (1 କୋଟି ଟଙ୍କା), ମୋହିତ ରାଠୀ (30 ଲକ୍ଷ ଟଙ୍କା), ଅଭିନନ୍ଦନ ସିଂ (30 ଲକ୍ଷ ଟଙ୍କା), ସ୍ଵସ୍ତିକ ଚିକାରା (30 ଲକ୍ଷ ଟଙ୍କା)।

ରିଟେନ- ବିରାଟ କୋହଲି, ୟଶ ଦୟାଲ, ରଜତ ପାଟିଦାର।

ମୁମ୍ବାଇ ଇଣ୍ଡିଆନ୍ସ (MI):

ଟ୍ରେଣ୍ଟ ବୋଲ୍ଟ (12.50 କୋଟି), ନମନ ଧୀର (5.25 କୋଟି ଟଙ୍କା), ରାୟନ ରିକେଲଟନ (1 କୋଟି ଟଙ୍କା), ଦୀପକ ଚହର (9.25 କୋଟି ଟଙ୍କା), ୱିଲ ଜ୍ୟାକସ (9.25 କୋଟି ଟଙ୍କା), ଅଲ୍ଲାହା ଗଜନଫର (4.80 କୋଟି ଟଙ୍କା), ମିଚେଲ ସାଣ୍ଟନର୍ (2 କୋଟି), ରିସ ଟୋପଲି (75 ଲକ୍ଷ ଟଙ୍କା), ଅଶ୍ଵିନୀ କୁମାର ( 30 ଲକ୍ଷ), ରାଜ ଅଙ୍ଗଦ ବାଭା (30 ଲକ୍ଷ), ଶ୍ରୀଜୀତ କୃଷ୍ଣନ ( 30 ଲକ୍ଷ), ଲିଜାଦ ୱିଲିୟମ୍ସ (75 ଲକ୍ଷ), ଅର୍ଜୁନ ତେନ୍ଦୁଲକର (30 ଲକ୍ଷ ଟଙ୍କା), ବେଭନ ଜାକବ୍ସ (30 ଲକ୍ଷ ଟଙ୍କା), ଭିଏସ ପେନମେତ୍ସା (30 ଲକ୍ଷ ଟଙ୍କା), ରବିନ୍ ମିଞ୍ଜ (65 ଲକ୍ଷ ଟଙ୍କା), କର୍ଣ୍ଣ ଶର୍ମା (50 ଲକ୍ଷ ଟଙ୍କା)।

ରିଟେନ- ସୂର୍ଯ୍ୟକୁମାର ଯାଦବ, ଜସପ୍ରୀତ ବୁମ୍ରା, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମା

ଚେନ୍ନାଇ ସୁପର କିଙ୍ଗସ୍ (CSK):

ରବିଚନ୍ଦ୍ରନ୍ ଅଶ୍ୱିନ୍ (9.75 କୋଟି ଟଙ୍କା), ଡିୱୋନ୍ କନୱେ (6.25 କୋଟି ଟଙ୍କା), ରଚିନ୍ ରବିନ୍ଦ୍ର (4 କୋଟି ଟଙ୍କା), ରାହୁଲ ତ୍ରିପାଠୀ (3.40 କୋଟି ଟଙ୍କା), ଖଲିଲ ଅହମ୍ମଦ (4.80 କୋଟି), ନୁର ଅହମ୍ମଦ (10 କୋଟି ଟଙ୍କା), ବିଜୟ ଶଙ୍କର (1.20 କୋଟି ଟଙ୍କା), ସାମ୍ କୁରନ୍ (2.40 କୋଟି ଟଙ୍କା), ଅଂଶୁଲ କାମ୍ବୋଜ (3.40 କୋଟି ଟଙ୍କା), ଗୁରୁଜପନୀତ ସିଂ (2.20 କୋଟି), ନାଥନ ଏଲିସ (2 କୋଟି ଟଙ୍କା), ଦୀପକ ହୁଡା (1.70 କୋଟି ଟଙ୍କା), ମୁକେଶ ଚୌଧୁରୀ (30 ଲକ୍ଷ), ଶେଖ ରଶିଦ ( 30 ଲକ୍ଷ), ବଂଶ ବେଦୀ ( 55 ଲକ୍ଷ), ଆନ୍ଦ୍ରେ ସିଦ୍ଧାର୍ଥ (30 ଲକ୍ଷ), ଶ୍ରେୟସ୍ ଗୋପାଳ (30 ଲକ୍ଷ ଟଙ୍କା), ରାମକୃଷ୍ଣ ଘୋଷ (30 ଲକ୍ଷ ଟଙ୍କା), କମଲେଶ ନାଗାର୍କୋଟି (30 ଲକ୍ଷ ଟଙ୍କା), ଶେଖ ରସିଦ (30 ଲକ୍ଷ ଟଙ୍କା)।

ରିଟେନ- ରୁତୁରାଜ ଗାଇକ୍ଵାଡ, ମଥିଶା ପାଥିରାନା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି

ଗୁଜୁରାଟ ଟାଇଟାନ୍ସ (ଜିଟି):

ଜୋସ୍ ବଟଲର୍ (15.75 କୋଟି ଟଙ୍କା), ମହମ୍ମଦ ସିରାଜ (12.25 କୋଟି ଟଙ୍କା), ପ୍ରସିଦ୍ଧ କୃଷ୍ଣ (9.50 କୋଟି ଟଙ୍କା), କାଗିସୋ ରବାଡା (10.75 କୋଟି ଟଙ୍କା), ୱାଶିଂଟନ୍ ସୁନ୍ଦର (3.20 କୋଟି), ଶେରଫେନ୍ ରଦରଫୋର୍ଡ (2.60 କୋଟି ଟଙ୍କା), ଗେରାଲ୍ଡ କୋଟଜି (2.40 କୋଟି ଟଙ୍କା), ଆର ସାଇ କିଶୋର (2 କୋଟି ଟଙ୍କା), ଗୁରୁନୁର ସିଂ ବ୍ରାର (1.30 କୋଟି), ମହମ୍ମଦ ଅର୍ଶଦ ଖାନ (1.30 କୋଟି ଟଙ୍କା), ଜୟନ୍ତ ଯାଦବ (75 ଲକ୍ଷ ଟଙ୍କା), ଇଶାନ୍ତ ଶର୍ମା (75 ଲକ୍ଷ ଟଙ୍କା), ଗ୍ଲେନ ଫିଲିପ୍ସ (2 କୋଟି), କରିମ ଜନତ (75 ଲକ୍ଷ ଟଙ୍କା), କୁଲୱନ୍ତ ଖେଜ୍ରୋଲିୟା (30 ଲକ୍ଷ ଟଙ୍କା), ନିଶାନ୍ତ ସିଦ୍ଧୁ (30 ଲକ୍ଷ), ମହିପାଲ ଲୋମରୋର (1.70 କୋଟି), କୁମାର କୁଶାଗ୍ର (65 ଲକ୍ଷ), ଅନୁଜ ରାବତ (30 ଲକ୍ଷ), ମାନବ ସୁତାର (30 ଲକ୍ଷ)।

ରିଟେନ- ରସିଦ ଖାନ, ଶୁଭମାନ ଗିଲ, ସାଇ ସୁଦର୍ଶନ, ରାହୁଲ ତେୱାତିଆ, ଶାହାରୁଖ ଖାନ

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG):

ଋଷଭ ପନ୍ତ (27 କୋଟି ଟଙ୍କା), ଆବେଶ ଖାନ (9.75 କୋଟି ଟଙ୍କା), ଡେଭିଡ ମିଲର (7.50 କୋଟି ଟଙ୍କା), ମିଚେଲ ମାର୍ଶ (3.40 କୋଟି ଟଙ୍କା), ଆଡେନ ମାର୍କ୍ରାମ (2 କୋଟି ଟଙ୍କା), ଆକାଶ ଦୀପ (8 କୋଟି ଟଙ୍କା), ଅବଦୁଲ ସମାଦ (4.20 କୋଟି ଟଙ୍କା), ଶାହାବାଜ ଅହମ୍ମଦ (2.40 କୋଟି ଟଙ୍କା), ଶାମର ଜୋସେଫ (75 ଲକ୍ଷ ଟଙ୍କା), ଏମ ସିଦ୍ଧାର୍ଥ (75 ଲକ୍ଷ ଟଙ୍କା), ଯୁବରାଜ ଚୌଧୁରୀ (30 ଲକ୍ଷ ଟଙ୍କା), ପ୍ରିନ୍ସ ଯାଦବ, ଆକାଶ ସିଂହ (30 ଲକ୍ଷ), ଦିଗବିଜୟ ସିଂହ (30 ଲକ୍ଷ), ହିମ୍ମତ ସିଂହ (30 ଲକ୍ଷ), ଅର୍ଶିନ କୁଳକର୍ଣ୍ଣୀ (30 ଲକ୍ଷ), ରାଜବର୍ଦ୍ଧନ ହାଙ୍ଗରଗେକର (30 ଲକ୍ଷ), ମ୍ୟାଥୁ ବ୍ରୀତଜେକ (75 ଲକ୍ଷ), ଆର୍ଯ୍ୟନ୍ ଜୁୟାଲ୍ (30 ଲକ୍ଷ ଟଙ୍କା)।

ରିଟେନ- ନିକୋଲାସ ପୁରନ, ମୟଙ୍କ ଯାଦବ, ରବି ବିଷ୍ନୋଇ, ମୋହସିନ୍ ଖାନ, ଆୟୁଷ ବାଦୋନି

ପଞ୍ଜାବ କିଙ୍ଗସ୍ (PBKS):

ଶ୍ରେୟସ୍ ଆୟର (26.75 କୋଟି ଟଙ୍କା), ୟୁଜବେନ୍ଦ୍ର ଚହଲ (18 କୋଟି ଟଙ୍କା), ଅର୍ଶଦୀପ ସିଂ (18 କୋଟି ଟଙ୍କା), ମାର୍କସ ଷ୍ଟୋଇନିସ (11 କୋଟି ଟଙ୍କା), ଗ୍ଲେନ ମ୍ୟାକ୍ସୱେଲ (4.20 କୋଟି ଟଙ୍କା), ନେହଲ ୱାଡେରା (4.20 କୋଟି ଟଙ୍କା), ହରପ୍ରୀତ ବ୍ରା (1.50 କୋଟି), ମାର୍କୋ ଜାନସେନ୍ (7 କୋଟି ଟଙ୍କା), ପ୍ରିୟାଅଂଶ ଆର୍ଯ୍ୟ (3.80 କୋଟି), ଜୋଷ ଇଂଲିଶ (2.60 କୋଟି), ଅଜମତୁଲ୍ଲାହ ଉମରଜାଇ (2.40 କୋଟି), ଲାକି ଫରଗ୍ୟୁସନ (2କୋଟି), ଆରୋନ ହାର୍ଡି (1.25 କୋଟି), ଜେଭିୟର ବାର୍ଟଲେଟ (80 ଲକ୍ଷ), କୁଳଦୀପ ସେନ (80 ଲକ୍ଷ), ପାୟଲା ଅଭିନାଶ (30 ଲକ୍ଷ), ସୁର୍ଯ୍ଯାଂଶ ଶେଡଗେ (30 ଲକ୍ଷ), ମୁଶୀର ଖାନ (30 ଲକ୍ଷ), ହରନ୍ନୁର ପନ୍ନୁ (30 ଲକ୍ଷ), ପ୍ରବୀଣ ଦୁବେ (30 ଲକ୍ଷ ଟଙ୍କା), ବିଷ୍ଣୁ ବିନୋଦ (95 ଲକ୍ଷ ଟଙ୍କା), ବିଶାଲ ବିଜୟକୁମାର (1.80 କୋଟି ଟଙ୍କା), ୟଶ ଠାକୁର (1.80 କୋଟି)।

ରିଟେନ- ଶଶାଙ୍କ ସିଂ, ପ୍ରଭାସମ୍ରନ ସିଂ

କୋଲକାତା ନାଇଟ୍ ରାଇଡର୍ସ (KKR):

ଭେଙ୍କଟେଶ ଆୟର୍ (23.75 କୋଟି ଟଙ୍କା), ଏନ୍ରିକ୍ ନୋର୍କିଆ (6.50 କୋଟି ଟଙ୍କା), କ୍ୱିଣ୍ଟନ୍ ଡି କକ୍ (3.60 କୋଟି ଟଙ୍କା), ରହମାନୁଲ୍ଲା ଗୁରୁବାଜ (2 କୋଟି ଟଙ୍କା), ଅଙ୍ଗକ୍ରିଷ ରଘୁବଂଶୀ (3 କୋଟି ଟଙ୍କା), ବୈଭବ ଆରୋରା (1.80 କୋଟି ଟଙ୍କା), ସ୍ପେନ୍ସର ଜନସନ (2.80 କୋଟି ଟଙ୍କା), ରୋଭମାନ ପାୱେଲ (1.50 କୋଟି ଟଙ୍କା), ମନୀଷ ପାଣ୍ଡେ (75 ଲକ୍ଷ ଟଙ୍କା), ମୋଇନ୍ ଅଲି (2 କୋଟି ଟଙ୍କା), ଅଜିଙ୍କ୍ୟ ରାହାନେ (1.50 କୋଟି ଟଙ୍କା), ଉମ୍ରାନ ମଲିକ (75 ଲକ୍ଷ ଟଙ୍କା), ଅନୁକୁଲ ରୟ (40 ଲକ୍ଷ ଟଙ୍କା), ଲଭନିଥ ସିସୋଦିଆ (30 ଲକ୍ଷ ଟଙ୍କା), ମୟଙ୍କ ମାର୍କାଣ୍ଡେ (30 ଲକ୍ଷ)।

ରିଟେନ- ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନରେନ, ଆଣ୍ଡ୍ରେ ରସେଲ, ହର୍ଷିତ ରାଣା, ରମଣଦୀପ ସିଂ।

ସନରାଇଜର୍ସ ହାଇଦ୍ରାବାଦ (SRH):

ଇଶାନ କିଶନ (11.25 କୋଟି ଟଙ୍କା), ମହମ୍ମଦ ଶାମି (10 କୋଟି ଟଙ୍କା), ହର୍ଷଲ ପଟେଲ (8 କୋଟି ଟଙ୍କା), ଆଦମ ଜାମ୍ପା (2.40 କୋଟି ଟଙ୍କା), ରାହୁଲ ଚହର (3.20 କୋଟି ଟଙ୍କା), ଅଭିନଭ ମନୋହର (3.20 କୋଟି ଟଙ୍କା), ଅଥର୍ବ ତାୱଡେ (30 ଲକ୍ଷ), ସିମରାଜୀତ ସିଂହ (1.5 କୋଟି), ଇଶାନ ମଲିଙ୍ଗା (1.20 କୋଟି), ବ୍ରାୟଡନ କାର୍ସ (1କୋଟି), ଜୟଦେବ ଉନାଦକଟ (1 କୋଟି), କାମିନ୍ଦୁ ମେଣ୍ଡିସ୍ (75 ଲକ୍ଷ ଟଙ୍କା), ଜିଶାନ ଅନସାରୀ (40 ଲକ୍ଷ ଟଙ୍କା), ଅନିକେତ ଭର୍ମା (30 ଲକ୍ଷ ଟଙ୍କା)।

ରିଟେନ- ପ୍ୟାଟ୍ କମିନ୍ସ, ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ହେନ୍ରିକ କ୍ଲାସେନ୍, ନୀତୀଶ ରେଡ୍ଡୀ।

ଦିଲ୍ଲୀ ରାଜଧାନୀ (ଡିସି)

କେଏଲ ରାହୁଲ (14 କୋଟି ଟଙ୍କା), ମିଚେଲ ଷ୍ଟାର୍କ (11.75 କୋଟି ଟଙ୍କା), ଜେକେ ଫ୍ରେଜର-ମ୍ୟାକଗର୍କ (9 କୋଟି ଟଙ୍କା), ହ୍ୟାରି ବ୍ରୁକ (6.25 କୋଟି ଟଙ୍କା), ଟି ନଟରାଜନ (10.75 କୋଟି ଟଙ୍କା), ଫାଫ ଡୁ ପ୍ଲେସିସ୍ (2 କୋଟି ଟଙ୍କା) , ଦୁଷ୍ମନ୍ତ ଚାମିରା (75 ଲକ୍ଷ ଟଙ୍କା), ବିପ୍ରଜ ନିଗମ (50 ଲକ୍ଷ ଟଙ୍କା), ଦର୍ଶନ ନାଲଖଣ୍ଡେ (30 ଲକ୍ଷ ଟଙ୍କା), ମୁକେଶ କୁମାର (8 କୋଟି ଟଙ୍କା), ଡୋନୋଭନ ଫରେରା (75 ଲକ୍ଷ ଟଙ୍କା), ମାଧବ ତିୱାରୀ (40 ଲକ୍ଷ ଟଙ୍କା), ତ୍ରିପୁରାନା ବିଜୟ (30 ଲକ୍ଷ ଟଙ୍କା), ମନୱନ୍ତ କୁମାର ଏଲ (40 ଲକ୍ଷ ଟଙ୍କା), ଅଜୟ ମଣ୍ଡଳ (30 ଲକ୍ଷ ଟଙ୍କା), ସମୀର ରିଜଭି (95 ଲକ୍ଷ ଟଙ୍କା), କରୁଣ ନାୟାର (50 ଲକ୍ଷ ଟଙ୍କା), ଆଶୁତୋଷ ଶର୍ମା (3.80 କୋଟି ଟଙ୍କା), ମୋହିତ ଶର୍ମା (2.20 କୋଟି)।

ରିଟେନ- ଆକ୍ସର ପଟେଲ, କୁଲଦୀପ ଯାଦବ, ଟ୍ରିଷ୍ଟନ ଷ୍ଟବ୍ସ, ଅଭିଷେକ ପୋରେଲ।

ରାଜସ୍ଥାନ ରୟାଲ୍ସ (RR):

ଜୋଫ୍ରା ଆର୍ଚର (12.50 କୋଟି ଟଙ୍କା), ମହିଷ ତୀକ୍ଷନା (4.40 କୋଟି ଟଙ୍କା), ୱାନିନ୍ଦୁ ହସରାଙ୍ଗା (5.25 କୋଟି ଟଙ୍କା), ତୁଷାର ଦେଶପାଣ୍ଡେ (6.5 କୋଟି ଟଙ୍କା), ନୀତୀଶ ରାଣା (4.20 କୋଟି ଟଙ୍କା), ଫଜଲ ହକ ଫାରୁକି (2 କୋଟି ଟଙ୍କା), ଶୁଭମ୍ ଦୁବେ (80 ଲକ୍ଷ ଟଙ୍କା), ଯୁଦ୍ଧବୀର ଚରକ (35 ଲକ୍ଷ ଟଙ୍କା), ବୈଭବ ସୂର୍ଯ୍ୟବଂଶୀ (1.10 କୋଟି ଟଙ୍କା), ଅଶୋକ ଶର୍ମା (30 ଲକ୍ଷ ଟଙ୍କା), କୃନାଲ ରାଥୋଡ (30 ଲକ୍ଷ ଟଙ୍କା), କ୍ୱେନା ମଫାକା (1.50 କୋଟି ଟଙ୍କା), ଆକାଶ ମଧୱାଲ (1.20 କୋଟି ଟଙ୍କା), କୁମାର କାର୍ତ୍ତିକେୟ (30 ଲକ୍ଷ ଟଙ୍କା)।

ରିଟେନ- ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ଵାଲ, ରିୟାନ ପାରାଗ, ଧ୍ରୁଭ ଜୁରେଲ, ଶିମ୍ରନ୍ ହେଟମାୟର, ସନ୍ଦୀପ ଶର୍ମା।

csk INDIAN PREMIER LEAGUE IPL 2025 IPL 2025 Mega Auction IPL Auction 2025 kkr mumbai indians RCB
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.