Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖେଳାଳିଙ୍କ ବଢିବ ସମସ୍ୟା!: ଟିମ୍ ଇଣ୍ଡିଆରେ ଲାଗୁ ହେବ କୋହଲିଙ୍କ ‘ଫିଟନେସ୍ ଫର୍ମୁଲା’
ଆଜିର ଖବର

ଖେଳାଳିଙ୍କ ବଢିବ ସମସ୍ୟା!: ଟିମ୍ ଇଣ୍ଡିଆରେ ଲାଗୁ ହେବ କୋହଲିଙ୍କ ‘ଫିଟନେସ୍ ଫର୍ମୁଲା’

January 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ପରାଜୟ ହେତୁ ଟିମ୍ ଇଣ୍ଡିଆକୁ ଟାର୍ଗେଟ କରାଯାଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି। ବର୍ତ୍ତମାନ ବିସିସିଆଇ କିଛି କଠୋର ପଦକ୍ଷେପ ନେଇପାରେ। ଏକ ରିପୋର୍ଟ ଅନୁଯାୟୀ, ବିରାଟ କୋହଲିଙ୍କ ଯୁଗର ଫିଟନେସ୍ ଫର୍ମୁଲା ଟିମ୍ ଇଣ୍ଡିଆରେ କାର୍ଯ୍ୟକାରୀ ହେବ।

ଟିମ୍ ଇଣ୍ଡିଆର ଅନେକ ଖେଳାଳି ସଂପୂର୍ଣ୍ଣ ଫିଟ୍ ନାହଁନ୍ତି। କୋହଲିଙ୍କ ଫିଟନେସ୍ ସ୍ତର ବହୁତ ଭଲ। ତାଙ୍କ ପରି ଫିଟନେସ୍ ବଜାୟ ରଖିବା ସହଜ ନୁହେଁ। କୋହଲିଙ୍କ ଅଧିନାୟକତ୍ୱ ସମୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ୟୋ-ୟୋ ପରୀକ୍ଷା ହେଉଥିଲା। ବର୍ତ୍ତମାନ ଏହା ଫେରିପାରେ। ଖବର ଅନୁଯାୟୀ, ଟିମ୍ ଇଣ୍ଡିଆରେ ୟୋ-ୟୋ ପରୀକ୍ଷା ଫେରିପାରେ।

ଖେଳାଳିମାନଙ୍କୁ କିଛି ସମୟ ପାଇଁ ରିହାତି ଦିଆଯାଇଥିଲା:

ବାସ୍ତବରେ ବିସିସିଆଇ ର ମେଡିକାଲ୍ ଟିମ୍ ଖେଳାଳିଙ୍କ ଆଘାତ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିଲେ। ଖେଳାଳିମାନେ ଯେପରି ଆହତ ନ ହୁଅନ୍ତି ସେଥିପାଇଁ ଦଳ କାର୍ଯ୍ୟ କରୁଥିଲା। ଏହି କାରଣରୁ, ଫିଟନେସ୍ ସ୍ତରରେ କିଛି ସମୟ ପାଇଁ ନରମ ହୋଇଥିଲା। କିନ୍ତୁ ଏବେ ପୁଣି କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ।

କାହିଁକି ବଢିପାରେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସମସ୍ୟା?

ଯଦି ୟୋ-ୟୋ ପରୀକ୍ଷା ଭାରତୀୟ ଦଳ ଉପରେ ଲାଗୁ ହୁଏ, ତେବେ ଅନେକ ଖେଳାଳିଙ୍କ ସମସ୍ୟା ବଢିପାରେ। ୟୋ-ୟୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଅତ୍ୟନ୍ତ କଷ୍ଟକର। ୟୋ-ୟୋ ପରୀକ୍ଷା ସମୟରେ ଖେଳାଳୀଙ୍କୁ ୨୦ ମିଟର ଦୌଡିବାକୁ ପଡିବ ଏବଂ ପୁଣି ଫେରି ଆସିବାକୁ ପଡିବ। ଏହା ସମୁଦାୟ ୪୦ ମିଟରଦୌଡ। ଗୋଟିଏ ପର୍ଯ୍ୟାୟ ସଂପୂର୍ଣ୍ଣ କରିବାକୁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ଏହି ପରୀକ୍ଷଣ ସମୟରେ, କେବଳ ୧୦ ସେକେଣ୍ଡର ବିରତି ଅଛି ଏବଂ ଏହା ପୁଣି ପୁନରାବୃତ୍ତି ହୁଏ। ଏହି କାରଣରୁ ଅନେକ ଖେଳାଳି ବିଫଳ ହୁଅନ୍ତି।

BCCI Champions Trophy 2025 team india Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.