Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀରେ ସ୍ବାକ୍ଷରିତ ହେଲା 54 ଟି ଏମଓୟୁ, ସର୍ବାଧିକ ନିବେଶ ଆଦାନୀ ଗ୍ରୁପ
ଆଜିର ଖବର

ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀରେ ସ୍ବାକ୍ଷରିତ ହେଲା 54 ଟି ଏମଓୟୁ, ସର୍ବାଧିକ ନିବେଶ ଆଦାନୀ ଗ୍ରୁପ

January 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀରେ ସ୍ବାକ୍ଷରିତ ହେଲା 54 ଟି ଏମଓୟୁ, ସର୍ବାଧିକ ନିବେଶ ଆଦାନୀ ଗ୍ରୁପ

ଭୁବନେଶ୍ବର: ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀର ପ୍ରଧମ ଦିନରେ ଏକାଥରେ 54 ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ସୂଚନା ଦେଇଛନ୍ତି ଶିଳ୍ପ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବର୍ତ୍ତମାନ ଓଡିଶାକୁ ପ୍ରଥମ ଦିନରେ ପ୍ରାୟ 4 ଲକ୍ଷ କୋଟି ଟଙ୍କାର ନିବେଶ ଆସିସାରିଲାଣି।

ଏହା ମଧ୍ୟରେ ସର୍ବାଧିକ ପୁଂଜି ନିବେଶ ଆସିଛି ଆଦାନୀ ଗ୍ରୁପ ତରଫରୁ। ଏହି କଂପାନୀ ଓଡିଶାରେ 2 ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗ କରିବ ବୋଲି ଘୋଷଣା କରିଛି। କଂପାନୀ ଓଡିଶା ସିମେଣ୍ଟ, ଶକ୍ତି, ଆଲମ୍ୟୁନା ଏବଂ ଶିଳ୍ପ ପାର୍କ ନିର୍ମାଣ ଯୋଜନା କରିଛି।

ସେହିପରି ଜିନ୍ଦଲ କଂପାନୀ ମଧ୍ୟ ତାହାର କ୍ଷମତା ବୃଦ୍ଧି କରିବା ପାଇଁ ବୁଝାମଣା ସ୍ବାକ୍ଷର କରିଛି। ସେହିପରି କେନ୍ଦୁଝରରେ କଂପାନୀ ଏକ 5 ମେଟ୍ରିକ ଟନ କ୍ଷମତା ପ୍ରାପ୍ତ ନୂଆ ଇସ୍ପାତ କାରଖାନା କରିବାକୁ ମଧ୍ୟ ବୁଝାମଣା ସ୍ବାକ୍ଷର କରିଛି। ଏଥିପାଇଁ କଂପାନୀ 35 ହଜାର କୋଟି ପୁଂଜି ବିନିଯୋଗ କରିବ ବୋଲି ନିଷ୍ପତି କରିଛି। ସେହିପରି ଜେଏସପିଏଲ ରାଜ୍ୟରେ 70 ହଜାର କୋଟି ବିନିଯୋଗ କରିବାକୁ ବୁଝାମଣା ସ୍ବାକ୍ଷର କରିଛି।

Make in Odisha UtkrashOdisha ଉତ୍କର୍ଷ ଓଡିଶା ହେମନ୍ତ ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଇ-୨୦ ପେଟ୍ରୋଲକୁ ପ୍ରତ୍ୟାଖ୍ୟାନ କଲା ଇରାନ?: ଜାଣନ୍ତୁ ସରକାରଙ୍କ ବିବୃତ୍ତି

July 5, 2026

ହର୍ମୁଜ୍ ପାଇଁ ଟୋଲ୍ ଆଦାୟ କରିବ ଇରାନ: କ’ଣ ଭାରତ ଉପରେ ମଧ୍ୟ ଲାଗୁ ହେବ ଏହି ନିୟମ?

July 5, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026
Latest News

ଭାରତର ଇ-୨୦ ପେଟ୍ରୋଲକୁ ପ୍ରତ୍ୟାଖ୍ୟାନ କଲା ଇରାନ?: ଜାଣନ୍ତୁ ସରକାରଙ୍କ ବିବୃତ୍ତି

July 5, 2026

ହର୍ମୁଜ୍ ପାଇଁ ଟୋଲ୍ ଆଦାୟ କରିବ ଇରାନ: କ’ଣ ଭାରତ ଉପରେ ମଧ୍ୟ ଲାଗୁ ହେବ ଏହି ନିୟମ?

July 5, 2026

ରାମ ମନ୍ଦିର ଦାନ ଚୋରି ମାମଲାରେ ନୂଆ ଖୁଲାସା: ମହିଳା ବନ୍ଧୁଙ୍କୁ ଟଙ୍କା ଦେଇଥିଲେ ଅଭିଯୁକ୍ତ

July 5, 2026

ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ

July 5, 2026

କେଉଁ ସମୟରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦?: ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.