Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଛାତ୍ରୀଙ୍କୁ ଅସଦାଚରଣ କରି ପୋକସୋରେ ବନ୍ଧାହେଲେ ଶିକ୍ଷକ
ଆଜିର ଖବର

ବାଣପୁର: ଛାତ୍ରୀଙ୍କୁ ଅସଦାଚରଣ କରି ପୋକସୋରେ ବନ୍ଧାହେଲେ ଶିକ୍ଷକ

February 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ
କୃଷ୍ଣପ୍ରସାଦରୁ ନାବାଳିକାକୁ ଉଦ୍ଧାର କଲା ବାଣପୁର ପୋଲିସ: ଝାରପଡ଼ା ଜେଲ ଗଲେ ଅଭିଯୁକ୍ତ

ବାଣପୁର: ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ। କିନ୍ତୁ କେତେ ଜଣ ଖଳ ପ୍ରକୃତିର ଶିକ୍ଷକ ମାନଙ୍କ ପାଇଁ ଆଜି ଶିକ୍ଷକ ସମାଜ ସାଧାରଣରେ ନିନ୍ଦିତ ହେବାକୁ ପଡିଛି।   ସେହିଭଳି ଏକ ଘଟଣା ବାଣପୁର ଅଂଚଳରେ ଆଲୋଚନାର ସରବ୍ୟ ପାଲଟିଛି। ଶିକ୍ଷକ ଜଣକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଯାଇଛନ୍ତି।

ଅଭିଯୋଗ ମୁତାବକ ଚମ୍ପାଦେଇପୁର ବାଲୁଙ୍କେଶ୍ୱର ଉଚ୍ଚ ପ୍ରାଥମିକ ସ୍କୁଲରେ ରାଣୀ (ଛଦ୍ମନାମ) ଷଷ୍ଠଶ୍ରେଣୀର ଛାତ୍ରୀ ଭାବରେ ପଢ଼ନ୍ତି। ଛାତ୍ରୀ ଜଣଙ୍କୁ ଏକୁଟିଆ କ୍ଲାସରେ ଥିବାବେଳେ ଉକ୍ତ ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ସେଠି ପହଂଚି ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିଲା। ଛାତ୍ରୀଜଣଙ୍କ ଚିତ୍କାର କରିବାରୁ ପାଟିକଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା।

ଛାତ୍ରୀ ଜଣକ ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଆଇଆଇସି ରମେଶ ଦେବତା ଅଭିଯୁକ୍ତ ପ୍ରଦୀପକୁ ଥାନାକୁ ଆଣି ପଚରାଉଚରା କରି ପୋକସୋ ନିୟମ ମୁତାବକ ମକଦ୍ଦମା କରିଥିବା ବେଳେ ଆଜି ଭୁବନେଶ୍ୱର ପୋକସୋ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

କୋର୍ଟରେ ଜାମିନ ନାମଂଜୁର ହେବାରୁ ତାଙ୍କୁ ଭୁବନେଶ୍ୱର ଝାରପଡା ଜେଲକୁ ପଠାଇଦିଆଯାଇଛି।

ଛାତ୍ରୀଙ୍କୁ ଅସଦାଚରଣ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026
Latest News

‘ଆତ୍ମନିର୍ଭର ପଞ୍ଚାୟତ’ ଓ ‘ସମର୍ଥ’ ପୋର୍ଟାଲର ଶୁଭାରମ୍ଭ

July 28, 2026

NEET ପ୍ରତିବାଦ: ଛାତ୍ରଛାତ୍ରୀମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କଲେ ବିହାର ସରକାର

July 28, 2026

ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ

July 28, 2026

ରାଜ୍ୟରେ ଆଉ ୫୦୦ଟି EV ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଲକ୍ଷ୍ୟ

July 28, 2026

ରାଶିଫଳ: ଜୁଲାଇ ୨୮ ତାରିଖ ମଙ୍ଗଳବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.