Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ଗୁରୁ ପଙ୍କଜ ଉତ୍ସବ: ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ପରିବେଷଣରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା
ଆଜିର ଖବର

ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ଗୁରୁ ପଙ୍କଜ ଉତ୍ସବ: ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ପରିବେଷଣରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା

March 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୬ ଜୟନ୍ତୀ ଅବସରରେ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ପରିବେଷଣରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା। ତାଙ୍କ ପ୍ରସ୍ତୁତିରେ ଥିଲା ନୃତ୍ୟଭିନୟ ‘ଯାଜ୍ଞସେନୀ’ ଏହା ଦର୍ଶକଙ୍କୁ ବାନ୍ଧି ରଖିଥ‌ିଲା। ନିଜ ଭାବ ଭଙ୍ଗୀ ଦ୍ଵାରା ଦର୍ଶକଙ୍କ ମନ ମୋହି ଥିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର। ଆଦ୍ୟାଶା ମିଶ୍ରଙ୍କ ନୃତ୍ୟରେ ଝୁମିଥିଲେ ଦର୍ଶକ।

ସନ୍ଧ୍ୟାରେ ଅତିଥିଭାବେ ଗୁରୁ ଦୁର୍ଗାଚରଣ ରଣବୀର, ପୂର୍ବତନ ବିଧାୟକ ପ୍ରିୟର୍ଦଶୀ ମିଶ୍ର , ପରିଚୟ ଫାଉଣ୍ଡେସନ ଅଧକ୍ଷା ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅନୂଜା ତାରିଣୀ ମିଶ୍ର, ଅନୁଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ ଏବଂ ସମ୍ପାଦକ ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଧୀରଜ କୁମାର ମହାପାତ୍ରଙ୍କୁ ବୀଣାକାର ସମ୍ମାନ, ମିତାଲି ଚିନ୍ନାରାଙ୍କୁ ଗାଈଣି ସମ୍ମାନ, ଗୁରୁ ବୁଦ୍ଧନାଥ ସ୍ବାଇଁଙ୍କୁ ମାଦେଳି ସମ୍ମାନ ଏବଂ କଲକାତାର ନୃତ୍ୟଶିଳ୍ପୀ ଶ୍ରୀପଣ୍ଡା ବୋଷଙ୍କୁ ନାଚୁଣୀ ସମ୍ପ୍ରଦା ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଆଦ୍ୟାଶା ମିଶ୍ର ଓଡିଶୀ ନୃତ୍ୟ ରବୀନ୍ଦ୍ର ମଣ୍ଡପ
Share. Facebook Twitter LinkedIn Email WhatsApp Copy Link

Related Posts

ଋଣ ଛାଡ କଲେ ବିଜୟ ସରକାର

May 26, 2026

ଏକ ବର୍ଷ ମଧ୍ୟରେ ମୋଦୀ ଛାଡିବେ ଗାଦି : ରାହୁଲ ଗାନ୍ଧୀ

May 26, 2026

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣା : ୬ ମୃତ୍ୟୁ

May 26, 2026

ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର

May 26, 2026
Latest News

ଋଣ ଛାଡ କଲେ ବିଜୟ ସରକାର

May 26, 2026

ଏକ ବର୍ଷ ମଧ୍ୟରେ ମୋଦୀ ଛାଡିବେ ଗାଦି : ରାହୁଲ ଗାନ୍ଧୀ

May 26, 2026

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣା : ୬ ମୃତ୍ୟୁ

May 26, 2026

ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର

May 26, 2026

ନେଲ୍ ପଲିସ୍ ମଧ୍ୟ କର୍କଟ ରୋଗର କାରଣ ହୋଇପାରେ!

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.